Mark 11:32 କିନ୍ତୁ ଯଦି ଆମ୍ଭମାନେେ କହିବା, ' ଯୋହନଙ୍କ ବାପ୍ତିସ୍ମ ମନୁଷ୍ଯଠାରୁ ଆସିଥିଲା, ତବେେ ଲୋକମାନେ ଆମ୍ଭ ଉପରେ ରାଗିଯିବେ। ସମାନେେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ବାସ କରୁଥିଲେ ଯେ, ଯୋହନ ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା।
Mark 11:32 in Other Translations
King James Version (KJV) But if we shall say, Of men; they feared the people: for all men counted John, that he was a prophet indeed.
American Standard Version (ASV) But should we say, From men--they feared the people: for all verily held John to be a prophet.
Bible in Basic English (BBE) But if we say, From men--they were in fear of the people, because all took John to be truly a prophet.
Darby English Bible (DBY) but should we say, Of men -- they feared the people; for all held of John that he was truly a prophet.
World English Bible (WEB) If we should say, 'From men'"--they feared the people, for all held John to really be a prophet.
Young's Literal Translation (YLT) But if we may say, From men,' -- they were fearing the people, for all were holding John that he was indeed a prophet;
But
ἀλλ'
alla
al-LA
if
ἐὰν
ean
ay-AN
we shall say,
εἴπωμεν
epō
APE-oh
Of
Ἐξ
ek
ake
men;
ἀνθρώπων
anthrōpos
AN-throh-pose
they feared
ἐφοβοῦντο
phobeō
foh-VAY-oh
the
τὸν
ho
oh
people:
λαόν
laos
la-OSE
all
ἅπαντες
hapas
A-pahs
for
γὰρ
gar
gahr
counted
εἶχον
echō
A-hoh
τὸν
ho
oh
John,
Ἰωάννην
iōannēs
ee-oh-AN-nase
that
ὅτι
hoti
OH-tee
indeed.
ὄντως
ontōs
ONE-tose
a prophet
προφήτης
prophētēs
proh-FAY-tase
he was
ἦν
ēn
ane
Read Full Chapter :
Mark 11
Cross Reference
ମାଥିଉଲିଖିତ ସୁସମାଚାର 14:5
ତେଣୁ େ ହରୋଦ ଯୋହନଙ୍କୁ ମାରିଦବୋକୁ ଚାହିଁଲେ। କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।
ମାଥିଉଲିଖିତ ସୁସମାଚାର 21:46
ତେଣୁ ସମାନେେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେ଼ଷ୍ଟା କଲେ। ସମାନେେ କିନ୍ତୁ ଲୋକମାନଙ୍କୁ ଡ଼ରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।
ମାଥିଉଲିଖିତ ସୁସମାଚାର 21:31
ତବେେ କୁହ, 'କେଉଁ ପୁଅ ତାର ବାପାଙ୍କ ବାଧ୍ଯ ହେଲା?
ମାର୍କଲିଖିତ ସୁସମାଚାର 6:20
ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
ମାର୍କଲିଖିତ ସୁସମାଚାର 12:12
ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସମାନଙ୍କେ ଉଦ୍ଦେଶ୍ଯ ରେ ଥିଲା ବୋଲି ସମାନେେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସମାନେେ ଉପାୟ ଖାଜେି ବସିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ଯୀଶୁଙ୍କୁ ଛାଡି ଚାଲିଗଲେ।
ଲୂକଲିଖିତ ସୁସମାଚାର 7:26
ତବେେ ତୁମ୍ଭମାନେେ କ'ଣ ଦେଖିବାପାଇଁ ବାହାରି ଯାଇଥିଲ? କ'ଣ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି। ଯୋହନ ଜଣେ ଭବିଷ୍ଯଦ୍ବକ୍ତାଙ୍କଠାରୁ ମଧ୍ଯ ମହାନ୍ ଅଟନ୍ତି।
ମାଥିଉଲିଖିତ ସୁସମାଚାର 3:5
ସେ ସମୟରେ ୟିରୂଶାଲମ,ସମଗ୍ର ୟିହୂଦା ରାଜ୍ଯ ଓ ୟର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳ ରେ ଥିବା ଲୋକେ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ।
ଲୂକଲିଖିତ ସୁସମାଚାର 20:19
ଧର୍ମଶାସ୍ତ୍ରୀ ଓ ମୁଖ୍ଯ ଯାଜକମାନେ ଯୀଶୁଙ୍କଠାରୁ ଏହି ଦୃଷ୍ଟାନ୍ତଟି ଶୁଣିଲେ। ସମାନେେ ଜାଣି ପାରିଲେ ଯେ, ଏହି ଦୃଷ୍ଟାନ୍ତଟି ସମାନଙ୍କେ ଉଦ୍ଦେଶ୍ଯ ରେ କୁହାୟାଇଛି। ତେଣୁ ସମାନେେ ଯୀଶୁଙ୍କୁ ଠିକ୍ ସତେିକି ବେଳେ ବନ୍ଦୀ କରିବାକୁ ଚାହିଁଲେ। କିନ୍ତୁ ଲୋକମାନେ କାଳେ କ'ଣ କିଛି କରିପକାଇବେ, ସେଥିପାଇଁ ସମାନେେ ଡରୁଥିଲେ।
ଲୂକଲିଖିତ ସୁସମାଚାର 22:2
ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନ ରେ ମାରିଦବୋ ପାଇଁ ଉପାୟ ଖାଜେୁଥିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ।
ଯୋହନଲିଖିତ ସୁସମାଚାର 10:41
ତାହାଙ୍କ ପାଖକୁ ଅନକେ ଲୋକ ଆସିଲେ। ଲୋକମାନେ କହିଲେ, ଯୋହନ ୟଦ୍ଯପି କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିନଥିଲେ, କିନ୍ତୁ ସେ ଏହି ଲୋକ ବିଷୟ ରେ ଯାହା କହିଥିଲେ, ତାହା ସବୁ ସତ୍ଯ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:26
ତେଣୁ ସନୋପତି ସହେି ଲୋକମାନଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କୁ ନଇେ ଆସିଲେ। ସମାନେେ ପ୍ ରରେିତମାନଙ୍କୁ ଜାରେ ଜବରଦସ୍ତି କରି ଆଣିଲେ ନାହିଁ କାରଣ ସମାନେେ ଭୟ କଲେ, ଯଦି ସମାନେେ ଏପରି କରିବେ, ତବେେ ଲୋକମାନେ ହୁଏତ ସମାନଙ୍କେୁ ପଥର ଫୋପାଡ଼ିବେ।
ଲୂକଲିଖିତ ସୁସମାଚାର 20:6
କିନ୍ତୁ ଆମ୍ଭେ ଯଦି କହିବା, ' ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,' ତବେେ ସବୁ ଲୋକ ଆମ୍ଭ ଉପରକୁ ଟକୋପଥର ଫିଙ୍ଗି ଆମ୍ଭକୁ ଜୀବନ ରେ ମାରି ଦବେେ। କାରଣ ସମାନେେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତି।
ମାଥିଉଲିଖିତ ସୁସମାଚାର 11:9
ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ କୌଣସି ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ଯଦ୍ବକ୍ତାଙ୍କ ଠାରୁ ମଧ୍ଯ ଆହୁରି ବଡ।