John 8:49 ଯୀଶୁ ଉତ୍ତର ଦେଲେ, ମାେ ଭିତ ରେ ଭୂତ ନାହିଁ। ମୁଁ ମାେ ପରମପିତାଙ୍କୁ ସମ୍ମାନ ଦିଏ। କିନ୍ତୁ ତୁମ୍ଭେ ମାେତେ ସମ୍ମାନ ଦେଉ ନାହଁ।
John 8:49 in Other Translations
King James Version (KJV) Jesus answered, I have not a devil; but I honour my Father, and ye do dishonour me.
American Standard Version (ASV) Jesus answered, I have not a demon; but I honor my Father, and ye dishonor me.
Bible in Basic English (BBE) And this was the answer of Jesus: I have not an evil spirit; but I give honour to my Father and you do not give honour to me.
Darby English Bible (DBY) Jesus answered, I have not a demon; but I honour my Father, and ye dishonour me.
World English Bible (WEB) Jesus answered, "I don't have a demon, but I honor my Father, and you dishonor me.
Young's Literal Translation (YLT) Jesus answered, `I have not a demon, but I honour my Father, and ye dishonour me;
answered,
ἀπεκρίθη
apokrinomai
ah-poh-KREE-noh-may
Jesus
Ἰησοῦς
iēsous
ee-ay-SOOS
I
Ἐγὼ
egō
ay-GOH
a devil;
δαιμόνιον
daimonion
thay-MOH-nee-one
not
οὐκ
ou
oo
have
ἔχω
echō
A-hoh
but
ἀλλὰ
alla
al-LA
I honour
τιμῶ
timaō
tee-MA-oh
τὸν
ho
oh
Father,
πατέρα
patēr
pa-TARE
my
μου
mou
moo
and
καὶ
kai
kay
ye
ὑμεῖς
hymeis
yoo-MEES
do dishonour
ἀτιμάζετέ
atimazō
ah-tee-MA-zoh
me.
με
me
may
Read Full Chapter :
John 8
Cross Reference
ପିତରଙ୍କ ପ୍ରଥମ ପତ୍ 2:23
ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସମାନଙ୍କେୁ ମନ୍ଦ କଥା କହି ନାହାଁନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦଇେ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନବୋ ପାଇଁ ପରମେଶ୍ବରଙ୍କ ଠା ରେ ନିର୍ଭରଶୀଳ ହେଲେ।
ହିତୋପଦେଶ 26:4
ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ।
ଯିଶାଇୟ 42:21
ସଦାପ୍ରଭୁ ନିଜର ଶିକ୍ଷା ବ୍ଯବସ୍ଥାକୁ ମହତ୍ ଓ ସମ୍ଭ୍ରାନ୍ତ କରି ସନ୍ତୁଷ୍ଟ ହେଲେ।
ଯିଶାଇୟ 49:3
ସେ ପୁଣି ମାେତେ କହିଲେ, ତୁମ୍ଭେ ମାରେ ଦାସ, ତୁମ୍ଭେ ଇଶ୍ରାୟେଲ, ତୁମ୍ଭଦ୍ବାରା ଆମ୍ଭେ ମହିମାନ୍ବିତ ହବୋ।
ମାଥିଉଲିଖିତ ସୁସମାଚାର 3:15
ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।
ଯୋହନଲିଖିତ ସୁସମାଚାର 8:29
ମାେତେ ୟିଏ (ପରମେଶ୍ବର) ପଠାଇଛନ୍ତି, ସେ ମାେ ସହିତ ଅଛନ୍ତି। ତାହାଙ୍କ ସନ୍ତାଷଜେନକ କାର୍ୟ୍ଯ ମୁଁ ସର୍ବଦା କରେ। ତେଣୁ ସେ ମାେତେ ଏକୁଟିଆ କରି ଛାଡି ନାହାଁନ୍ତି।
ଯୋହନଲିଖିତ ସୁସମାଚାର 11:4
ଯୀଶୁ ଏହି କଥା ଶୁଣି କହିଲେ, ତାହାର ପୀଡା ମୃତ୍ଯୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ବରଙ୍କର ଗୌରବ ନିମନ୍ତେ। ପରମେଶ୍ବରଙ୍କର ପୁତ୍ର ଏହା ଦ୍ବାରା ଗୌରବାନ୍ବିତ ହବେେ।
ଯୋହନଲିଖିତ ସୁସମାଚାର 13:31
ୟିହୂଦା ଗଲାପରେ ଯୀଶୁ କହିଲେ, ବର୍ତ୍ତମାନ ମନୁଷ୍ଯପୁତ୍ର ଗୌରବ ପାଉଛନ୍ତି। ପରମେଶ୍ବର ମଧ୍ଯ ମନୁଷ୍ଯ ପୁତ୍ରଙ୍କ ଦ୍ବାରା ଗୌରବ ପାଉଛନ୍ତି।
ଯୋହନଲିଖିତ ସୁସମାଚାର 14:13
ତୁମ୍ଭେ ମାେ ନାମ ରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ବାରା ପୁତ୍ରଙ୍କ ମାଧ୍ଯମ ରେ ପରମପିତାଙ୍କ ଗୌରବ ପ୍ରକାଶିତ ହବେ।
ଯୋହନଲିଖିତ ସୁସମାଚାର 17:4
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:6
ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
ଯୋହନଲିଖିତ ସୁସମାଚାର 12:28
ହେ ପରମପିତା, ଆପଣା ନାମକୁ ଗୌରବାନ୍ବିତ କର।