John 11:28 ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, ଏଠା ରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖାଜେୁଛନ୍ତି।
John 11:28 in Other Translations
King James Version (KJV) And when she had so said, she went her way, and called Mary her sister secretly, saying, The Master is come, and calleth for thee.
American Standard Version (ASV) And when she had said this, she went away, and called Mary her sister secretly, saying, The Teacher is her, and calleth thee.
Bible in Basic English (BBE) And having said this, she went away and said secretly to her sister Mary, The Master is here and has sent for you.
Darby English Bible (DBY) And having said this, she went away and called her sister Mary secretly, saying, The teacher is come and calls thee.
World English Bible (WEB) When she had said this, she went away, and called Mary, her sister, secretly, saying, "The Teacher is here, and is calling you."
Young's Literal Translation (YLT) And these things having said, she went away, and called Mary her sister privately, saying, `The Teacher is present, and doth call thee;'
And
Καὶ
kai
kay
so
ταῦτά
tauta
TAF-ta
when she had said,
εἰποῦσα
epō
APE-oh
she went her way,
ἀπῆλθεν
aperchomai
ah-PARE-hoh-may
and
καὶ
kai
kay
called
ἐφώνησεν
phōneō
foh-NAY-oh
Mary
Μαρίαν
maria
ma-REE-ah
τὴν
ho
oh
sister
ἀδελφὴν
adelphē
ah-thale-FAY
her
αὐτῆς
autos
af-TOSE
secretly,
λάθρᾳ
lathra
LA-thra
saying,
εἰποῦσα
epō
APE-oh
The
Ὁ
ho
oh
Master
διδάσκαλος
didaskalos
thee-THA-ska-lose
is come,
πάρεστιν
pareimi
PA-ree-mee
and
καὶ
kai
kay
calleth
φωνεῖ
phōneō
foh-NAY-oh
for thee.
σε
se
say
Read Full Chapter :
John 11
Cross Reference
ଯୋହନଲିଖିତ ସୁସମାଚାର 13:13
ତୁମେ ମାେତେ 'ଗୁରୁ' ଓ 'ପ୍ରଭୁ' କହୁଛ। ଅବଶ୍ଯ, ଏହା ଠିକ୍, କାରଣ ମୁଁ ତାହା ଅଟେ।
ଯିଖରିୟ 3:10
ସଦାପ୍ରଭୁ ସର୍ବଶକ୍ତିମାନ କୁହନ୍ତି, ସେତବେେଳେ ଲୋକମାନେ ଏକତ୍ର ବସିବେ ଓ ସମାନଙ୍କେର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସମାନେେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।
ମାଥିଉଲିଖିତ ସୁସମାଚାର 26:18
ଯୀଶୁ କହିଲେ, ନଗର ରେ ଥିବା ମାରଜେଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ 'ଗୁରୁ କହିଛନ୍ତି 'ମନୋନୀତ ସମୟ ଆସି ପାଖଇେ ଗଲାଣି ଓ ମୁଁ ତୁମ୍ଭ ଘ ରେ ମାେ ଶିଷ୍ଯମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।'
ମାର୍କଲିଖିତ ସୁସମାଚାର 10:49
ଯୀଶୁ ଅଟକି ଗଲେ ଓ କହିଲେ, ତାହାକୁ କୁହ ମାେ ପାଖକୁ ଆସୁ।
ମାର୍କଲିଖିତ ସୁସମାଚାର 14:14
ସହେି ଲୋକ ଗୋଟିଏ ଘ ରେ ପ୍ରବେଶ କରିବ, ତୁମ୍ଭେ ମଧ୍ଯ ଯାଇ ସହେି ଘରମାଲିକକୁ କହିବ ଯେ, 'ଗୁରୁ କହି ପଠଇେଛନ୍ତି ମୁଁ ମାେ ଶିଷ୍ଯମାନଙ୍କ ସହିତ ନିସ୍ତାର ପର୍ବର ଭୋଜି ଯେଉଁ ବଖରାଟି ରେ ପାଳନ କରିବି, ସହେି ବଖରାଟି ଦଖାେଅ? ତାହାଙ୍କୁ କୁହ ଯେ ଗୁରୁ ଏହା ଜିଣିବାକୁ ଇଚ୍ଛା କରନ୍ତି।'
ଲୂକଲିଖିତ ସୁସମାଚାର 10:38
ଯୀଶୁଓ ତାହାଙ୍କ ଶିଷ୍ଯମାନେ ଯାତ୍ରା କରୁଥିବା ଅବସର ରେ ଗୋଟିଏ ଗାଁକୁ ଯୀଶୁ ଗଲେ। ମାର୍ଥା ନାମକ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ସ୍ବାଗତ କଲା।
ଲୂକଲିଖିତ ସୁସମାଚାର 22:11
ତୁମ୍ଭମାନେେ ଘରମାଲିକଙ୍କୁ ପଚାରିବ, 'ଗୁରୁ ପଚାରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ଯମାନେ ନିସ୍ତାର ପର୍ବର ଖାଦ୍ୟ ଯେଉଁ ଠା ରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦଖାଇେ ଦିଅ।'
ଯୋହନଲିଖିତ ସୁସମାଚାର 1:41
ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମାନଙ୍କେ ପାଖକୁ ଗଲେ। ସେ ଶିମାନଙ୍କେୁ କହିଲେ, ଆମ୍ଭେ ମଶୀହଙ୍କୁ ଭଟେିଛୁ। (ମଶୀହ ଅର୍ଥାତ୍ ଖ୍ରୀଷ୍ଟ।)
ପରମଗୀତ 2:8
ମୁଁ ମାରେ ପ୍ରିଯତମାର ରବ ଶୁଣୁ ଅଛି। ଦେଖ ସେ ପର୍ବତଗଣ ଉପ ରେ ଲୁଚି ଉପପର୍ବତଗଣ ଉପ ରେ ଡ଼ଇେଁ ଡ଼ଇେଁ ଆସୁ ଅଛନ୍ତି।
ଯୋହନଲିଖିତ ସୁସମାଚାର 10:3
ଫାଟକ ଜଗୁଆଳୀ ମଷେପାଳକ ପାଇଁ ଫାଟକ ଖୋଲେ। ମଷେମାନେ ମଷେପାଳକର କଥା ଶୁଣନ୍ତି। ମଷେପାଳକ ତା'ର ମେଣ୍ଢାକୁ ନାମଧରି ଡାକେ ଓ ବାହା ରେ ଚରାଏ।
ଯୋହନଲିଖିତ ସୁସମାଚାର 11:20
ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘ ରେ ରହିଲେ।
ଯୋହନଲିଖିତ ସୁସମାଚାର 20:16
ଯୀଶୁ ତାହାଙ୍କୁ କହିଲେ, ମରିୟମ,।
ଯୋହନଲିଖିତ ସୁସମାଚାର 21:7
ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା'ପରେ ସେ ପାଣିକୁ ଡଇେଁ ପଡିଲେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:17
ତା'ପରେ ସେ ସମୟରେ ଆମ୍ଭେ ଜୀବିତ ଥିବା ଲୋକେ ମୃତଲୋକମାନଙ୍କ ସହିତ ଏକାଠି ରୁଣ୍ଡ ହବୋ। ଆମ୍ଭକୁ ମେଘମାଳା ଭିତରକୁ ନିଆୟିବ ଓ ସଠାେରେ ବାଯୁମଣ୍ଡଳ ରେ ଆମ୍ଭେ ପ୍ରଭୁଙ୍କୁ ସାକ୍ଷାତ କରିବୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:11
ଅତଏବ ପରସ୍ପରକୁ ସାନ୍ତ୍ବନା ଦିଅ, ଜଣେ ଅନ୍ୟ ଜଣକୁ ଆଧ୍ଯାତ୍ମିକ ଭାବରେ ଗଢ଼ ଏବଂ ପରସ୍ପରଠା ରେ ନିଷ୍ଠା ଜନ୍ମାଅ। ତୁମ୍ଭେ ଏବେ ମଧ୍ଯ ସଇେଆ କରୁଛ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:12
ତୁମ୍ଭମାନେେ ଦୁର୍ବଳ ହାଇଯୋଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର।
ଯୋହନଲିଖିତ ସୁସମାଚାର 1:45
ଫିଲିପ୍ପ ନିଥନିଯଲଙ୍କେର ଦଖାେ ପାଇ କହିଲେ, ମାଶାେ ବ୍ଯବସ୍ଥା ରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମାଶାେ ଜଣେ ବ୍ଯକ୍ତିଙ୍କ ଆଗମନ ବିଷୟ ରେ ଲେଖିଥିଲେ। ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ତାହାଙ୍କ ବିଷୟ ରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭଟେିଛୁ। ତାହାଙ୍କ ନାମ ଯୀଶୁ। ସେ ୟୋ ସଫଙ୍କେର ପୁତ୍ର। ସେ ନାଜରିତରୁ ଆସିଛନ୍ତି।