Jeremiah 2:5 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠା ରେ କେଉଁ ଅନ୍ଯାଯ ଦେଖିଲେ ଯେ ସମାନେେ ଆମ୍ଭଠାରୁ ଦୂ ରଇେ ୟାଇଅଛନ୍ତି ଓ ଅସାର ଦବେତାମାନଙ୍କର ପଶ୍ଚାଦ୍ ଗମନ କରି ଅସାର ହାଇେଅଛନ୍ତି ?
Jeremiah 2:5 in Other Translations
King James Version (KJV) Thus saith the LORD, What iniquity have your fathers found in me, that they are gone far from me, and have walked after vanity, and are become vain?
American Standard Version (ASV) thus saith Jehovah, What unrighteousness have your fathers found in me, that they are gone far from me, and have walked after vanity, and are become vain?
Bible in Basic English (BBE) These are the words of the Lord: What evil have your fathers seen in me that they have gone far from me, and, walking after what is false, have become false?
Darby English Bible (DBY) Thus saith Jehovah: What injustice have your fathers found in me, that they are gone far from me, and have walked after vanity, and become vain?
World English Bible (WEB) thus says Yahweh, What unrighteousness have your fathers found in me, that they have gone far from me, and have walked after vanity, and are become vain?
Young's Literal Translation (YLT) Thus said Jehovah: What -- have your fathers found in Me perversity, That they have gone far off from Me, And go after the vanity, and become vain,
Read Full Chapter :
Jeremiah 2
Cross Reference
ଦିତୀୟ ରାଜାବଳୀ 17:15
ସମାନେେ ସଦାପ୍ରଭୁଙ୍କ ବ୍ଯବସ୍ଥା ଓ ସମାନଙ୍କେ ପିତୃଗଣଙ୍କ ସହିତ କୃତ ତାଙ୍କର ନିଯମ ଓ ସମାନଙ୍କେର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ଯସବୁ ଅଗ୍ରାହ୍ଯ କଲେ। ସମାନେେ ସଦାପ୍ରଭୁଙ୍କ ଚତାବେନୀ ଶୁଣିବାକୁ ଅମାନ୍ଯ କଲେ। ସମାନେେ ମୂଲ୍ଯହୀନ ମୂର୍ତ୍ତିଗୁଡିକୁ ଅନୁସରଣ କଲେ ପୂଜା କଲେ ଏବଂ ସମାନେେ ନିଜେ ମୂଲ୍ଯହୀନ ହାଇଗେଲେ। ସମାନେେ ତାଙ୍କ ଚତୁଃପାଶର୍ବ ରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସମାନଙ୍କେୁ ଆଦେଶ ଦଇେଥିଲେ, ସମାନେେ ଯାହା କରନ୍ତି ତୁମ୍ଭମାନେେ ତାହା କର ନାହିଁ। ଯାହା ସଦାପ୍ରଭୁ ସମାନଙ୍କେୁ ବାରିବାକୁ ମନା କରିଥିଲେ, ସମାନେେ ତାହା କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:21
ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।
ଦିତୀୟ ବିବରଣ 32:21
ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।
ପ୍ରଥମ ଶାମୁୟେଲ 12:21
ମୂର୍ତ୍ତୀଗୁଡିକୁ ଅନକ୍ସ୍ଟସରଣ କରିବା ପାଇଁ ପରମେଶ୍ବରଙ୍କଠାରକ୍ସ୍ଟ ଦୌଡି ପଳାଅ ନାହିଁ! ସମାନେେ ଅସାର, ସମାନେେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।
ଗୀତସଂହିତା 115:8
ସମାନଙ୍କେର ନିର୍ମାଣକାରୀମାନେ ଓ ସମାନଙ୍କେଠାରେ ବିଶ୍ବାସକାରୀମାନେ ସହେିପରି ହବେେ !
ଯିଶାଇୟ 5:3
ସତଣୁ ପରଲମଶ୍ବର କହିଲଲ, ସହ ୟିରୁଶାଲମ ଓ ଯିହୁଦାରସଲାକମାଲନସମାର ଓସମାର ଦ୍ରାକ୍ଷାକ୍ଷଲତ ବିଷଯସର ବିଚାର କର।
ଯିଶାଇୟ 44:9
ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।
ଯିରିମିୟ 10:14
ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ। କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ଯା ଓ ସମାନଙ୍କେଠା ରେ ପ୍ରାଣବାଯୁ ନାହିଁ।
ଯିରିମିୟ 51:17
ମାତ୍ର ପ୍ରେତ୍ୟକକ ଲୋକ ନିର୍ବୋଧ ଓ ଅଜ୍ଞାନ ଅଟନ୍ତି। ପରମେଶ୍ବରଙ୍କ କ୍ରିଯା ସମାନେେ ଜାଣନ୍ତି ନାହିଁ। ପ୍ରେତ୍ୟକକ ସ୍ବର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ବାରା ଲଜ୍ଜିତ ହାଇେଅଛନ୍ତି। କାରଣ ସେ ଛାଞ୍ଚ ଢ଼ଳା ପ୍ରତିମା ମିଥ୍ଯା ଓ ଜୀବନ୍ତ ନୁହଁନ୍ତି।
ଯୂନସ 2:8
କେତକେ ଲୋକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ ସହେି ପିତୁଳା ସମାନଙ୍କେୁ କବେେ ସାହାୟ୍ଯ କରନ୍ତି ନାହିଁ।
ଯିରିମିୟ 2:31
ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯପ୍ରତି ଧ୍ଯାନ ଦିଅ। ଆମ୍ଭେ କ'ଣ ଇଶ୍ରାୟେଲ ପ୍ରତି ପ୍ରାନ୍ତରସ୍ବରୂପ କିଅବା ନିବିଡ଼ ଅନ୍ଧକାରମଯ ଦେଶ ସ୍ବରୂପ ହାଇେଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, 'ଆମ୍ଭମାନେେ ବନ୍ଧନମୁକ୍ତ ହାଇେଅଛୁ, ଆମ୍ଭମାନେେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?'
ଯିରିମିୟ 14:22
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:15
ହେ ଲୋକମାନେ ତୁମ୍ଭମାନେେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କବଳେ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ଯହୀନ ବିଷୟଗୁଡ଼ିକ ଠାରୁ ଦୂ ରଇେ ରହି ଜୀବନ୍ତ ପରମେଶ୍ବରଙ୍କ ଆଡ଼କୁ ଫରୋଇବା ପାଇଁ ଆମ୍ଭେ ଆସିଛୁ। ସହେି ପରମେଶ୍ବର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ଯସ୍ତ ବିଷୟ ସୃଷ୍ଟି କରିଛନ୍ତି।
ଯିରିମିୟ 12:2
ତୁମ୍ଭେ ସମାନଙ୍କେୁ ରୋପଣ କରିଅଛ, ସମାନଙ୍କେର ମୂଳ ଦୃଢ଼ ହାଇେଅଛି। ସମାନେେ ବଡ଼ ଫୁଲ ଫଳ ଦିଅନ୍ତି। ସମାନେେ ଯଦିଓ ମୁହଁ ରେ କହନ୍ତି, ତୁମ୍ଭେ ଆମ୍ଭର ଅତିପ୍ରିଯ, ମାତ୍ର ପ୍ରକୃତ ରେ ସମାନେେ ଅନ୍ତଃକରଣ ରେ ତୁମ୍ଭଠାରୁ ଦୂର ରେ ଥାଆନ୍ତି।
ଯିହିଜିକଲ 11:15
ହେ ମନୁଷ୍ଯ ପୁତ୍ର, ୟିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତ ରେ ସମଗ୍ର ଇଶ୍ରାୟେଲମାନଙ୍କୁ ୟିରୁଶାଲମର ଅଧିବାସୀମାନେ କହିଲେ, 'ସଦାପ୍ରଭୁଙ୍କଠାରୁ ଦୂ ରଇେ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ର ରେ ଆମ୍ଭଙ୍କୁ ଦିଆୟାଇଛି।'
ଯିଶାଇୟ 29:13
ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।
ମାଥିଉଲିଖିତ ସୁସମାଚାର 15:8
ଏମାନେ କବଳେ ମୁହଁ ରେ ମାରେ ଆଦର କରନ୍ତି। କିନ୍ତୁ ସମାନଙ୍କେ ମନକଥା ମାଠାରୁେ ବହୁତ ଦୂର ରେ ରହିଥାଏ।
ମୀଖା 6:2
ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧ ରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇଶ୍ରାୟେଲ ଭୂଲ୍ ବୋଲି ପ୍ରମାଣିତ ହବେ।
ଯିଶାଇୟ 43:22
ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇଶ୍ରାୟେଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହାଇେଅଛ।
ଯିରିମିୟ 10:8
ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।