Genesis 46:3 ଏହାପରେ ପରମେଶ୍ବର କହିଲେ, ଆମ୍ଭେ ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର। ମିଶରକୁ ୟିବାକୁ ଭୟ କର ନାହିଁ। ମିଶର ରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା।
Genesis 46:3 in Other Translations
King James Version (KJV) And he said, I am God, the God of thy father: fear not to go down into Egypt; for I will there make of thee a great nation:
American Standard Version (ASV) And he said, I am God, the God of thy father: fear not to go down into Egypt; for I will there make of thee a great nation:
Bible in Basic English (BBE) And he said, I am God, the God of your father: go down to Egypt without fear, for I will make a great nation of you there:
Darby English Bible (DBY) And he said, I am ùGod, the God of thy father: fear not to go down to Egypt; for I will there make of thee a great nation.
Webster's Bible (WBT) And he said, I am God, the God of thy father: fear not to go down into Egypt; for I will there make of thee a great nation:
World English Bible (WEB) He said, "I am God, the God of your father. Don't be afraid to go down into Egypt; for there I will make of you a great nation.
Young's Literal Translation (YLT) And He saith, `I `am' God, God of thy father, be not afraid of going down to Egypt, for for a great nation I set thee there;
Read Full Chapter :
Genesis 46
Cross Reference
ଆଦି ପୁସ୍ତକ 12:2
ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।
ଦିତୀୟ ବିବରଣ 26:5
ତା'ପରେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଉତ୍ତର ଦଇେ କହିବ,'ଜଣେ ବକ୍ସ୍ଟଲକ୍ସ୍ଟଥିବା, ଅରାମୀଯ ଲୋକ ମାରେପିତା ଥିଲେ ଓ ସେ ମିଶରକକ୍ସ୍ଟ ଗଲେ ଏବଂ ସଠାେରେ ଅଳ୍ପ କେତକେ ଲୋକ ସହିତ ବାସ କଲେ। ସଠାେରେ ସେ ଜାତୀଯ ଲୋକମାନଙ୍କ ମଧିଅରେ ମହାନ ଓ ଶକ୍ତିଶାଳୀ ହେଲେ।
ଆଦି ପୁସ୍ତକ 35:11
ପରମେଶ୍ବର ତାଙ୍କୁ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭର ପରିବାର ବହୁତ ବଡ଼ ହବେ। ତୁମ୍ଭର ପରିବାରରୁ ଅନକେ ଜାତିଗଣ ହବେ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ।
ଆଦି ପୁସ୍ତକ 18:18
ଅବ୍ରହାମଠାରୁ ଏକ ମହାନ ଓ ବଳଶାଳି ଗୋଷ୍ଠୀ ଉତ୍ପନ୍ନ ହବେ ଓ ପୃଥିବୀର ୟାବତୀଯ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହବେେ।
ଆଦି ପୁସ୍ତକ 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
ଆଦି ପୁସ୍ତକ 26:2
ସେତବେେଳେ ସଦାପ୍ରଭୁ ଇସ୍ହାକକୁ କହିଲେ, ତୁମ୍ଭେ ମିଶର ଦେଶକୁ ୟାଅ ନାହିଁ। ଆମ୍ଭେ ତୁମ୍ଭକୁ ଯେଉଁ ଦେଶ କହିବା, ସଠାେରେ ବାସ କର।
ଆଦି ପୁସ୍ତକ 28:13
ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।
ଆଦି ପୁସ୍ତକ 47:27
ସେ ସମୟରେ ଇଶ୍ରାୟେଲ (ଯାକୁବ) ମିଶର ରେ ଗୋଶନ ପ୍ରଦେଶ ରେ ବାସ କଲେ। ସଠାେରେ ଇଶ୍ରାୟେଲମାନେ ସଫଲ ହେଲେ ଏବଂ ସମାନଙ୍କେର ପରିବାରସବୁ ବୃଦ୍ଧି ପାଇଲା।
ଯାତ୍ରା ପୁସ୍ତକ 1:7
କିନ୍ତୁ ଇଶ୍ରାୟେଲର ବଂଶଧର ବଢିଲେ। ସମାନଙ୍କେ ସଂଖ୍ଯା ବଢିବଢି ଚାଲିଲା। ଇଶ୍ରାୟେଲର ଲୋକମାନେ ଅତ୍ଯଧିକ ଶକ୍ତିଶାଳୀ ହବୋକୁ ଲାଗିଲେ ଏବଂ ମିଶର ଦେଶ ଇଶ୍ରାୟେଲୀୟଙ୍କ ଦ୍ବାରା ପରିପୂର୍ଣ୍ଣ ହେଲା।
ଆଦି ପୁସ୍ତକ 13:15
ଯେଉଁ ସମସ୍ତ ଭୂମି ତୁମ୍ଭ ସମ୍ମୁଖ ରେ ତୁମ୍ଭେ ଚ଼ିରଦିନ ଦେଖୁଛ, ମୁଁ ତାହା ତୁମ୍ଭଙ୍କୁ ଓ ତୁମ୍ଭର ବଂଶଧରଙ୍କୁ ଦବେି।
ଦିତୀୟ ବିବରଣ 10:22
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତକ୍ସ୍ଟରି ପ୍ରାଣୀ ସହିତ ମିଶରକକ୍ସ୍ଟ ୟାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହକ୍ସ୍ଟ ସଂଖ୍ଯକ କରିଛନ୍ତି।
ଯିଶାଇୟ 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
ଯିଶାଇୟ 43:1
ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।
ଯିରିମିୟ 40:9
ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯ ସହେି ସୈନ୍ଯମାନଙ୍କ ଓ ସମାନଙ୍କେର ଲୋକମାନଙ୍କ ନିକଟରେ ଶପଥ କରି କହିଲା, ତୁମ୍ଭମାନେେ କଲଦୀଯମାନଙ୍କର ଦାସ ହବୋପାଇଁ ଭୟ କର ନାହିଁ। ବାବିଲ ରାଜାର ସବୋକାରି ଏହି ଦେଶ ରେ ବାସ କର। ଏଥି ରେ ତୁମ୍ଭମାନଙ୍କର ମଙ୍ଗଳ ହବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:17
ଇତି ମଧିଅରେ ମିଶର ଦେଶ ରେ ଇଶ୍ରାୟେଲ ଲୋକମାନଙ୍କର ସଂଖ୍ଯା ବଢ଼ିବା ରେ ଲାଗିଲା। ପରମେଶ୍ବର ଅବ୍ରାହାମଙ୍କୁ ଯେଉଁ ସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ଯ ରେ ପରିଣତ ହାଇେଥିଲା।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:24
'ଭୟ କରନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ୟିବ। ପରମେଶ୍ବର ତୁମ୍ଭ ହତେୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।'
ଦିତୀୟ ବିବରଣ 1:10
ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।
ଆଦି ପୁସ୍ତକ 15:1
ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।
ଆଦି ପୁସ୍ତକ 15:13
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଏ ବିଷଯ ରେ ନିଶ୍ଚିତ ହାଇପୋରିବ, ତୁମ୍ଭର ବଂଶଧର ବିଦେଶ ରେ ପ୍ରବାସୀ ହବେେ ଏବଂ କ୍ରୀତଦାସ ହବେେ ଏବଂ କ୍ଲେଶ ଭୋଗ କରିବେ 400 ବର୍ଷ ପର୍ୟ୍ଯନ୍ତ।