Acts 2:47 ବିଶ୍ବସୀମାନେ ଇଶ୍ବଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସମାନଙ୍କେୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ବାସୀମାନଙ୍କ ଦଳ ରେ ସଂୟୁକ୍ତ କରୁଥିଲେ।
Acts 2:47 in Other Translations
King James Version (KJV) Praising God, and having favour with all the people. And the Lord added to the church daily such as should be saved.
American Standard Version (ASV) praising God, and having favor with all the people. And the Lord added to them day by day those that were saved.
Bible in Basic English (BBE) Giving praise to God, and having the approval of all the people; and every day the number of those who had salvation was increased by the Lord.
Darby English Bible (DBY) praising God, and having favour with all the people; and the Lord added [to the assembly] daily those that were to be saved.
World English Bible (WEB) praising God, and having favor with all the people. The Lord added to the assembly day by day those who were being saved.
Young's Literal Translation (YLT) praising God, and having favour with all the people, and the Lord was adding those being saved every day to the assembly.
Read Full Chapter :
Acts 2
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 2:41
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:5
ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ଯା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସଗେୁଡ଼ିକ ବିଶ୍ବାସ ରେ ଶକ୍ତିଶାଳୀ ହେଉଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 11:24
ବର୍ଣ୍ଣବ୍ବା ଜଣେ ଉତ୍ତମ ବ୍ଯକ୍ତି ଥିଲେ। ସେ ପବିତ୍ର ଆତ୍ମା ଓ ବିଶ୍ବାସ ରେ ପୂର୍ଣ୍ଣ ଥିଲେ। ତେଣୁ ଅନକେ ଲୋକ ତାହାଙ୍କ ଲାଗି ପ୍ରଭୁ ଯୀଶୁଙ୍କର ଶିଷ୍ଯ ହେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 14:18
ଯେଉଁ ମାନେ ଖ୍ରୀଷ୍ଟଙ୍କ ସବୋ ରେ ରହି ଏହିପ୍ରକାର ଜୀବନଯାପନ କରୁଛନ୍ତି, ସମାନେେ ପରମେଶ୍ବରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ଯ ସହେି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:39
ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ଯ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂର ରେ ଅଛନ୍ତି ସମାନଙ୍କେ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଇଶ୍ବର ଆମ୍ଭମାନଙ୍କ ପ୍ରଭୁ, ଡ଼ାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।
ଲୂକଲିଖିତ ସୁସମାଚାର 2:52
ଯୀଶୁ ଜ୍ଞାନ ରେ, ଶରୀର ରେ ଏବଂ ପରମେଶ୍ବର ଓ ମନୁଷ୍ଯମାନଙ୍କ ଅନୁଗ୍ରହ ରେ ବଢିବାକୁ ଲାଗିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:13
ସମାନଙ୍କେ ସହିତ ଏକତ୍ର ଠିଆ ହବୋପାଇଁ କହେି ହେଲେ ସାହାସ କଲେ ନାହିଁ। ସବୁଲୋକ ପ୍ ରରେିତମାନଙ୍କର ଖୁବ୍ ପ୍ରଶଂସା କଲେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:4
କିନ୍ତୁ ଯେତବେେଳେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବରଙ୍କ ଦୟା ଓ ପ୍ ରମେ ପ୍ରକାଶିତ ହେଲା, େସତବେଳେ ସେ ନିଜ କୃପା ଦ୍ବାରା ଆମ୍ଭକୁ ରକ୍ଷା କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:48
ଅନ୍ୟ ଜାତୀୟ ଲୋକମାନେ ଏହା ଶୁଣି ଖୁସି ହେଲେ ଓ ପ୍ରଭୁଙ୍କର ସୁସମାଚ଼ାରର ପ୍ରଶଂସା କଲେ ଓ ଯେଉଁମାନେ ଅନନ୍ତ ଜୀବନ ନିମନ୍ତେ ମନୋନୀତ ହାଇେଥିଲେ, ସହେି ଲୋକମାନେ ପ୍ରଭୁଙ୍କଠା ରେ ବିଶ୍ବାସ କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:30
ପରମେଶ୍ବରଙ୍କ ଯଜେନା ସମାନଙ୍କେ ପାଇଁ ହେଲା ଯେ ସମାନେେ ତାହାଙ୍କର ପୁତ୍ର ଭଳି ହବେେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ବର ସମାନଙ୍କେୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ବର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସହେି ଲୋକମାନଙ୍କୁ ମହିମାନ୍ବିତ କଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:27
ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:5
ପରମେଶ୍ବରଙ୍କ ଅନୁଗ୍ରହ ଦ୍ବାରା ବଛା ଯାଇଥିବା ଏବେ ମଧ୍ଯ କେତକେ ଲୋକ ଅଛନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:18
ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି କୃଶର ବାର୍ତ୍ତା ସଂପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭପ୍ରତି ଏହା ପରମେଶ୍ବରଙ୍କ ଶକ୍ତି ସ୍ବରୂପ।
ଲୂକଲିଖିତ ସୁସମାଚାର 19:48
କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ଯାନ ଦଇେ ଶୁଣୁଥିଲେ। ସମାନେେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ'ଣ କରିବେ ବୋଲି କିଛି ସ୍ଥିର କରିପାରୁ ନଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:33
ପ୍ରଭୁ ଯୀଶୁ ଯେ ପ୍ରକୃତ ରେ ମୃତମାନଙ୍କ ମଧ୍ଯରୁ ଉଠିଛଅନ୍ତି, ଏହା ପ୍ ରରେିତମାନେ ମହାଶକ୍ତିର ସହିତ ସାକ୍ଷ୍ଯ ଦେଲେ। ପରମେଶ୍ବହର ସମସ୍ତ ବିଶ୍ବାସୀଙ୍କୁ ବହୁତ ଆଶୀର୍ବାଦ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 4:21
ତେଣୁ ସେ ସମାନଙ୍କେୁ ଆଉ ଥରେ ଭୟ ଦଖାଇେଲେ ଏବଂ ସମାନଙ୍କେୁ ମୁକ୍ତ କଲେ।