2 Chronicles 9:23 ପୃଥିବୀର ସମସ୍ତ ରାଜାଗଣ ଶ ଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଚାର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ବର ଶଲୋମନଙ୍କୁ ସହେିପରି ଜ୍ଞାନ ପ୍ରଦାନ କରିଥିଲେ।
2 Chronicles 9:23 in Other Translations
King James Version (KJV) And all the kings of the earth sought the presence of Solomon, to hear his wisdom, that God had put in his heart.
American Standard Version (ASV) And all the kings of the earth sought the presence of Solomon, to hear his wisdom, which God had put in his heart.
Bible in Basic English (BBE) And all the kings of the earth came to see Solomon and to give ear to his wisdom, which God had put into his heart.
Darby English Bible (DBY) And all the kings of the earth sought the presence of Solomon, to hear his wisdom, which God had put in his heart.
Webster's Bible (WBT) And all the kings of the earth sought the presence of Solomon, to hear his wisdom, that God had put in his heart.
World English Bible (WEB) All the kings of the earth sought the presence of Solomon, to hear his wisdom, which God had put in his heart.
Young's Literal Translation (YLT) and all the kings of the earth are seeking the presence of Solomon to hear his wisdom that God hath put in his heart,
Read Full Chapter :
2 Chronicles 9
Cross Reference
ପ୍ରଥମ ରାଜାବଳୀ 4:34
ସମଗ୍ର ପୃଥିବୀସ୍ଥ ଲୋକମାନେ ରାଜା ଶଲୋମନଙ୍କର ଜ୍ଞାନ ବିଷଯ ଶୁଣିଲେ। ସମସ୍ତ ଦେଶର ରାଜାଗଣ ଯେଉଁମାନେ ରାଜା ଶଲୋମନଙ୍କ ଜ୍ଞାନ ବିଷଯ ରେ ଶୁଣିଲେ, ସମାନଙ୍କେର ଜ୍ଞାନୀ ଲୋକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ। ସମାନଙ୍କେ ନିକଟରୁ ସର୍ବଦେଶୀଯ ଲୋକେ ତାଙ୍କର ଜ୍ଞାନ କଥା ଶୁଣିବାକୁ ଆସିଲେ।
ଦିତୀୟ ବଂଶାବଳୀ 1:10
ମାେତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗ ରେ କଢ଼ାଇ ନଇେପାରିବି। ତୁମ୍ଭର ସାହାୟ୍ଯ ବିନା ଏହି ଲୋକମାନଙ୍କୁ କହେି ଶାସନ କରିପାରିବ ନାହିଁ।
ଦିତୀୟ ବଂଶାବଳୀ 9:6
ମୁଁ ଏହି ସ୍ଥାନକୁ ନ ଆସିବା ପର୍ୟ୍ଯନ୍ତ ଓ ନିଜ ଚକ୍ଷୁ ରେ ନ ଦେଖିବା ପର୍ୟ୍ଯନ୍ତ ସହେି ଗଳ୍ପଗୁଡ଼ିକୁ ବିଶ୍ବାସ କରୁ ନ ଥିଲି। ଓଃ, ଆପଣଙ୍କ ମହାନ୍ ଜ୍ଞାନର ଅର୍ଦ୍ଧକେ ସୁଦ୍ଧା ମାେତେ କୁହାୟାଇ ନ ଥଲା। ମୁଁ ଯେଉଁ ସମସ୍ତ ଗଳ୍ପ ଶୁଣିଥିଲି। ଆପଣ ସେ ସବୁଥିରୁ ଆହୁରି ଅଧିକ ମହାନ୍ ଅଟନ୍ତି।
ହିତୋପଦେଶ 2:6
ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
ଯିଶାଇୟ 11:2
ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।
ଯିଶାଇୟ 11:10
ସହେି ସମୟରେ ଏକ ବିଶଷେ ବ୍ଯକ୍ତି ୟିଶଯର ପରିବାରରୁ ଧ୍ବଜା ସ୍ବରୂପ ଆସିବେ। ସହେି ଧ୍ବଜା ତାଙ୍କ ଚତୁର୍ଦ୍ଦିଗ ରେ ଏକତ୍ରୀତ ହବୋକୁ ଦଖାଇବେେ। ଆଉ ମଧ୍ଯ ଗୋଷ୍ଠୀଯମାନଙ୍କୁ ଉଚିତ କର୍ମ କରିବାକୁ ନିର୍ଦ୍ଦେଶ ଦବେ। ସହେି ସ୍ଥାନ ତାଙ୍କର ବିଶ୍ରାମ ସ୍ଥାନ ହବେ ଓ ଗୌରବନ୍ବିତ ହବେ।
ଦାନିଏଲ 1:17
ଆଉ ପରମେଶ୍ବର ସହେି ଗ୍ଭରି ୟୁବକଙ୍କୁ ଜ୍ଞାନ ଏବଂ ବିଭିନ୍ନ ଲେଖନି ଓ ବିଜ୍ଞାନ ଶିକ୍ଷା ପାଇଁ ଯୋଗ୍ଯତା ପ୍ରଦାନ କଲେ। ପୁଣି ଦାନିୟେଲ ସମସ୍ତ ଦର୍ଶନ ଅ ସ୍ବପ୍ନ ବିଷଯ ରେ ବୁଦ୍ଧିମାନ ହେଲେ।
ଦାନିଏଲ 2:21
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।
ପ୍ରଥମ ରାଜାବଳୀ 3:28
ଇଶ୍ରାୟେଲର ସମଗ୍ର ଲୋକେ ରାଜାଙ୍କର ନ୍ଯାଯ ବିଗ୍ଭର ଶୁଣିଲେ ଓ ତାଙ୍କୁ ଭକ୍ତି ଓ ସମ୍ମାନ କଲେ। କାରଣ ସମାନେେ ଜାଣିଲେ ରାଜାଙ୍କର ବିଗ୍ଭର କରିବା ନିମନ୍ତେ ତାଙ୍କ ହୃଦଯ ରେ ପରମେଶ୍ବରଙ୍କ ଦତ୍ତ ଜ୍ଞାନ ରହିଛି।
ଲୂକଲିଖିତ ସୁସମାଚାର 21:15
ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭମାନେେ ଯାହା କହିବ, ତୁମ୍ଭର କୌଣସି ଶତୃ ତାର ଉତ୍ତର ଦଇେ ପାରିବ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:30
କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 12:8
ଏଗୁଡ଼ିକ ଅନ୍ୟମାନଙ୍କ ଭଲ ପାଇଁ ଦିଆ ଯାଇଛି। ଜଣେ ଲୋକକୁ ଆତ୍ମାଙ୍କ ଦ୍ବାରା ବୁଦ୍ଧି ରେ କଥା କହିବାକୁ ଦକ୍ଷତା ଦିଆ ହାଇେଛି, ଓ ଅନ୍ୟ ଜଣକୁ ସହେି ଆତ୍ମାଙ୍କ ଦ୍ବାରା ଜ୍ଞାନର କଥା କହିବାକୁ ଯୋଗ୍ଯତା ଦିଆ ହାଇେଛି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:17
ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ବରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସହେି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦବେ, ଯାହା ଫଳ ରେ ତୁମ୍ଭମାନେେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।
ଯାକୁବଙ୍କ ପତ୍ 1:5
କିନ୍ତୁ ତୁମ୍ଭ ଭିତରୁ ଯଦି କହେି ଜ୍ଞାନର ଆବଶ୍ଯକ କରେ, ତା ହେଲେ ତୁମ୍ଭେ ଏହା ପରମେଶ୍ବରଙ୍କୁ ମାଗିବା ଉଚିତ। ପରମେଶ୍ବର ଅତ୍ଯନ୍ତ ଦୟାଳୁ ଅଟନ୍ତି। ସେ ସମସ୍ତଙ୍କୁ ଜ୍ଞାନ ଦବୋ ରେ ଆନନ୍ଦ ଅନୁଭବ କରନ୍ତି। ଅତଏବ ପରମେଶ୍ବର ତୁମ୍ଭକୁ ଜ୍ଞାନ ଦବେେ।
ଯାକୁବଙ୍କ ପତ୍ 1:16
ମାେ ଭାଇ ଓ ଭଉଣୀମାନେ ! ଏହି ବିଷୟ ରେ କୌଣସି ପ୍ରକାର ମୂର୍ଖାମୀ ରେ ପଡ଼ ନାହିଁ।
ଯାକୁବଙ୍କ ପତ୍ 3:17
କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।
ଦାନିଏଲ 5:11
ତୁମ୍ଭ ରାଜ୍ଯ ରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତର ରେ ପବିତ୍ର ଦବଗେଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦବଗେଣର ଜ୍ଞାନତୁଲ୍ଯ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠା ରେ ପ୍ରକାଶିତ ହାଇେଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ କଲଦୀଯ ଓ ଶୁଭାଶୁଭବାଦୀମାନଙ୍କ ଉପ ରେ ପ୍ରଧାନ କରି ନିୟୁକ୍ତ କରିଥିଲେ।