Proverbs 30:8 ମାେତେ ସହାୟ ହୁଅ, ମୁଁ ଯେପରି ମିଥ୍ଯା ନ କ ହେ, ମାେତେ ଅତ୍ଯଧିକ ଧନୀ କି ଅତ୍ଯଧିକ ଗରିବ କର ନାହିଁ। ମାରେ ପ୍ରେତ୍ୟକକ ଦିନର ଆବଶ୍ଯକତା କବଳେ ପୂରଣ କର।
Proverbs 30:8 in Other Translations
King James Version (KJV) Remove far from me vanity and lies: give me neither poverty nor riches; feed me with food convenient for me:
American Standard Version (ASV) Remove far from me falsehood and lies; Give me neither poverty nor riches; Feed me with the food that is needful for me:
Bible in Basic English (BBE) Put far from me all false and foolish things: do not give me great wealth or let me be in need, but give me only enough food:
Darby English Bible (DBY) Remove far from me vanity and lies; give me neither poverty nor riches; feed me with the bread of my daily need:
World English Bible (WEB) Remove far from me falsehood and lies. Give me neither poverty nor riches. Feed me with the food that is needful for me;
Young's Literal Translation (YLT) Vanity and a lying word put far from me, Poverty or wealth give not to me, Cause me to eat the bread of my portion,
Read Full Chapter :
Proverbs 30
Cross Reference
ମାଥିଉଲିଖିତ ସୁସମାଚାର 6:11
ଆମ୍ଭର ପ୍ରତିଦିନର ଖାଦ୍ୟ ତୁମ୍ଭେ ଦିଅ।
ଗୀତସଂହିତା 62:9
ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
ଗୀତସଂହିତା 119:29
ମାେତେ ମିଥ୍ଯା ଜୀବନ ବିତାଇବାକୁ ଦିଅ ନାହିଁ। ଦୟାକରି ମାେତେ ତୁମ୍ଭର ବ୍ଯବସ୍ଥା ଶିଖାଅ।
ଲୂକଲିଖିତ ସୁସମାଚାର 11:3
ଆମ୍ଭମାନେେ ଆବଶ୍ଯକ କରୁଥିବା ଖାଦ୍ୟ ଆମ୍ଭକୁ ଦିଅ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:6
ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।
ଯାତ୍ରା ପୁସ୍ତକ 16:21
ପ୍ରେତ୍ୟକକ ସକାଳେ ଲୋକମାନେ ସମାନଙ୍କେର ଖାଦ୍ୟ ସଂଗ୍ରହ କଲେ। ପ୍ରେତ୍ୟକକ ଲୋକ ସମାନଙ୍କେର ଆବଶ୍ଯକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରା ରେ ତାହାସବୁ ତରଳିଗଲା।
ଯାତ୍ରା ପୁସ୍ତକ 16:29
ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦବୋ ହତେୁ ଷଷ୍ଠ ଦିନ ରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭମାନେେ ପ୍ରେତ୍ୟକକ ବିଶ୍ରାମ ଦିନ ରେ ନିଜ ନିଜ ସ୍ଥାନରୁ ବାହାରକୁ ନୟାଇ ନିଜ ନିଜ ସ୍ଥାନ ରେ ଥାଅ।
ଯାତ୍ରା ପୁସ୍ତକ 16:35
ଲୋକମାନେ ଚାଳିଷ ବର୍ଷ ପର୍ୟ୍ଯନ୍ତ ଏହି ମାନ୍ନା ଖାଇଲେ। ସମାନେେ ଏହି ମାନ୍ନା ବସତିଦେଶ ରେ ଉପସ୍ଥିତ ନ ହବୋ ୟାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମା ରେ ପହଁଞ୍ଚିବା ପର୍ୟ୍ଯନ୍ତ ସମାନେେ ମାନ୍ନା ଖାଇଲେ।
ଦିତୀୟ ରାଜାବଳୀ 25:30
ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ ରାଜାଙ୍କ ଦ୍ବାରା ଯିହାୟୋଦାରଖୀନ୍ଙ୍କୁ ଦିଆଗଲା।
ଆୟୁବ ପୁସ୍ତକ 23:12
ମୁଁ ସବୁବେଳେ ପରମେଶ୍ବରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ବରଙ୍କ ମୁଖରୁ ନିସୃତ ବାଣୀକୁ ମାରେ ପ୍ରିଯ ଖାଦ୍ୟଠାରୁ ଅଧିକ ଭଲ ପାଇଛି।
ଗୀତସଂହିତା 119:37
ସଦାପ୍ରଭୁ ଅସାର ବସ୍ତୁ ମାେତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଚାଲିକି ମାେତେ ଜୀବନ ଖାଜେିବାକୁ ଦିଅ।
ହିତୋପଦେଶ 21:6
ଯଦି ତୁମ୍ଭେ ଠକିକରି ଧନ ଅର୍ଜନ କରିଥାଅ, ସହେି ଧନ ଶୀଘ୍ର ଚାଲିୟିବ, ଠିକ୍ ବାଷ୍ଫପରି। ସହେି ଧନ ମୃତ୍ଯୁ ଆଡ଼କୁ ପରିଚାଳିତ ହବେ।
ହିତୋପଦେଶ 22:8
ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ଯ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହବେ।
ଉପଦେଶକ 1:2
ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।
ଯିଶାଇୟ 5:18
ସସହିସଲାକମାନଙ୍କୁ ଲକ୍ଷ୍ଯ କର।ସଲାକମାଲନ ଶକଟ ରଜ୍ଜୁସର ଟାଣିଲା ପରିସସମାଲନ ଅସାରତା ରୂପକ ରଜ୍ଜୁସର ଅପରାଧ ଓ ପାପକୁ ପଛରୁ ଟାଣନ୍ତି।
ଯିରିମିୟ 37:21
ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।
ଯିରିମିୟ 52:34
ଏହାପ ରେ ଯିହାୟୋଦାରଖୀନ୍ ବାବିଲର ରାଜାମାନଙ୍କଠାରୁ ପ୍ରତିଦିନ ସୁବିଧା ପାଇଲେ। ଏହା ତାଙ୍କର ମୃତ୍ଯୁ ପର୍ୟ୍ଯନ୍ତ ଦିଆଗଲା।
ମାଥିଉଲିଖିତ ସୁସମାଚାର 6:33
ଏଣୁ ଆଗ ପରମେଶ୍ବରଙ୍କ ରାଜ୍ଯ ଓ ଉତ୍ତମ କାର୍ୟ୍ଯ ବିଷୟ ରେ ଚିନ୍ତା କର। ତୁମ୍ଭେ ଯେଉଁସବୁ ଭଲ କାମ କରିବା ପରମେଶ୍ବର ଚାହାନ୍ତି, ସଗେୁଡିକ କର। ତା' ହେଲେ ଏହିସବୁ ବିଷୟଗୁଡିକ ତୁମ୍ଭକୁ ଯୋଗାଇ ଦିଆୟିବ।
ଯୋହନଲିଖିତ ସୁସମାଚାର 2:8
ତା'ପରେ ଯୀଶୁ ସବେକମାନଙ୍କୁ କହିଲେ, ବର୍ତ୍ତମାନ ସେଥିରୁ କିଛି ପାଣି କାଢି ନିଅ। ଏହି ପାଣି ନଇେ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ।
ରେରିତମାନଙ୍କ କାର୍ଯ୍ୟର ବିବରଣ 14:15
ହେ ଲୋକମାନେ ତୁମ୍ଭମାନେେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କବଳେ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ଯହୀନ ବିଷୟଗୁଡ଼ିକ ଠାରୁ ଦୂ ରଇେ ରହି ଜୀବନ୍ତ ପରମେଶ୍ବରଙ୍କ ଆଡ଼କୁ ଫରୋଇବା ପାଇଁ ଆମ୍ଭେ ଆସିଛୁ। ସହେି ପରମେଶ୍ବର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ଯସ୍ତ ବିଷୟ ସୃଷ୍ଟି କରିଛନ୍ତି।
ହିତୋପଦେଶ 23:5
ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।
ଆଦି ପୁସ୍ତକ 28:20
ଏହାପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, ଯଦି ପରମେଶ୍ବର ମାେ ସହିତ ରହିବେ, ଯଦି ଏହି ୟାତ୍ରା ରେ ପରମେଶ୍ବର ମାରେ ସହାୟ ହବେେ, ଯଦି ପରମେଶ୍ବର ମାେତେ ଖାଦ୍ୟ ବସ୍ତ୍ର ଯୋଗଇବେ।
ଆଦି ପୁସ୍ତକ 48:15
ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,
ଯାତ୍ରା ପୁସ୍ତକ 16:15
ଇଶ୍ରାୟେଲର ଲୋକମାନେ ଏହାକୁ ଦେଖି କଥାବର୍ତ୍ତା ହେଲେ। ଏଗୁଡିକ କ'ଣ? ସମାନେେ ଏପରି କହିଲେ କାରଣ ସମାନେେ ଜାଣି ନଥିଲେ ଏଗୁଡିକ କ'ଣ ଥଲା। ତେଣୁ ସମାନେେ ମାଶାଙ୍କେୁ ପଚାରିଲେ, ତେଣୁ ମାଶାେ ସମାନଙ୍କେୁ କହିଲେ, ଏଗୁଡିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।
ଯାତ୍ରା ପୁସ୍ତକ 16:18
ଏହାପରେ ସମାନେେ ତାଙ୍କର ପରିବାର ରେ ଖାଦ୍ୟ ବଣ୍ଟନ କଲେ। ଏଥି ରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲାନାହିଁ।
ଯିଶାଇୟ 59:4
କହେି ନ୍ଯାଯ ରେ ଗୁହାରି ଶୁଣେ ନାହିଁ ଓ କହେି ସତ୍ଯ ରେ ପ୍ରତିବାଦ କରେ ନାହିଁ। ସମାନେେ ଅସାରତା ରେ ନିର୍ଭର କରନ୍ତି ଓ ମିଥ୍ଯା କଥା କୁହନ୍ତି। ସମାନେେ ଅନିଷ୍ଟକୁ ଗର୍ଭ ରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।