Proverbs 26 - YLT (Oriya)
1 As snow in summer, and as rain in harvest, So honour `is' not comely for a fool.ଗ୍ରୀଷ୍ମକାଳ ରେ ହିମ ଓ ଫସଲ ସମୟରେ ବୃଷ୍ଟି ସହେିପରି ମୂର୍ଖକୁ ସମ୍ମାନ ଅନୁପୟୁକ୍ତ ଅଟେ।
2 As a bird by wandering, as a swallow by flying, So reviling without cause doth not come.ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ଡ଼ାଳ ଚଟିଆ ଡ଼ଉଡ଼ୁଥିବା ବେଳେ ସପରେି ଆକାରଣ ରେ ଦତ୍ତ ଶାପ ନିକଟକୁ ଆ ସେ ନାହିଁ।
3 A whip is for a horse, a bridle for an ass, And a rod for the back of fools.ଅଶ୍ବ ପାଇଁ କୋରଡ଼ା, ଗଧ ପାଇଁ ଲଗାମ, ପୁଣି ମୂର୍ଖର ପିଠି ପାଇଁ ବାଡ଼ି ଦରକାର।
4 Answer not a fool according to his folly, Lest thou be like to him -- even thou.ମୂର୍ଖକୁ ତା'ର ଅଜ୍ଞାନତା ଅନୁସାରେ ଉତ୍ତର ଦିଅ ନାହିଁ। ତୁମ୍ଭେ ଯଦି ଏପରି ଉତ୍ତର ଦିଅ, ତବେେ ତୁମ୍ଭେ ମଧ୍ଯ ତାହାର ତୁଲ୍ଯ ହବେ।
5 Answer a fool according to his folly, Lest he be wise in his own eyes.ମୂର୍ଖକୁ ତା'ର ଅଜ୍ଞାନତାନୁସା ରେ ଉତ୍ତର ଦିଅ। ନୋହିଲେ ସେ ଆପଣା ଦୃଷ୍ଟି ରେ ଆପଣାକୁ ଜ୍ଞାନୀ ବୋଧ କରିବ।
6 He is cutting off feet, he is drinking injury, Who is sending things by the hand of a fool.ମୂର୍ଖ ମାଧ୍ଯମ ରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। ସେ ନିଜ ଉପରକୁ ଅସୁବିଧା ନିଜେ ଆଣେ।
7 Weak have been the two legs of the lame, And a parable in the mouth of fools.ଲେଙ୍ଗଡ଼ୋର ଚରଣ ଯେପରି ଅଦରକାରୀ ଭାବେ ଝୁଲୁଥାଏ, ଅଜ୍ଞାନର ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି।
8 As one who is binding a stone in a sling, So `is' he who is giving honour to a fool.ପ୍ରସ୍ତରକୁ ବାଟୁଳି ରେ ବାନ୍ଧିବା ପାଇଁ ଚେଷ୍ଟା କରିବା ଯେପରି ବ୍ଯବହାର୍ୟ୍ଯହୀନ, ସହେିପରି ନିର୍ବୋଧକୁ ସମ୍ମାନ ଦବୋ ଅଟେ।
9 A thorn hath gone up into the hand of a drunkard, And a parable in the mouth of fools.ମତ୍ତଲୋକର ହସ୍ତ ରେ କଣ୍ଟକ ଉଠାୟିବା ଯେପରି, ମୂର୍ଖମାନଙ୍କ ମୁଖ ରେ ହିତାପଦେେଶ ବାକ୍ଯ ଠିକ୍ ସହେିପରି ଅଟେ।
10 Great `is' the Former of all, And He is rewarding a fool, And is rewarding transgressors.ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସପରେି ସହେି ଲୋକ ଯେ ମୂର୍ଖ ପଥିକକୁ ବତନେ ଦିଏ ଓ ଯେ ମଦୁଆକୁ ବତନେ ଦିଏ।
11 As a dog hath returned to its vomit, A fool is repeating his folly.ଆପଣା ବାନ୍ତି ପ୍ରତି ଫରେିବା କୁକୁରର ଯେପରି, ବାରମ୍ବାର ଆପଣା ଅଜ୍ଞାନତା ରେ କର୍ମ କରିବା ମୂର୍ଖ ସପରେି।
12 Thou hast seen a man wise in his own eyes, More hope of a fool than of him!ଯେଉଁ ମୂର୍ଖ ଲୋକର ବହୁତ ଆଶା ଅଛି, ଅନ୍ୟ ଜଣ ଅପେକ୍ଷା ୟିଏ ଭାବେ ସେ ଜ୍ଞାନୀ, ସେତବେେଳେ ସେ ଜ୍ଞାନୀ ନ ଥାଏ।
13 The slothful hath said, `A lion `is' in the way, A lion `is' in the broad places.'ଅଳସୁଆ କ ହେ, ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।
14 The door turneth round on its hinge, And the slothful on his bed.କବଜା ରେ ଯେପରି କବାଟ ଝୁଲେ, ଠିକ୍ ସହେିପରି ଅଳସୁଆ ଆପଣା ଶୟ୍ଯା ରେ ଥାଇ ଝୁଲୁଥାଏ।
15 The slothful hath hid his hand in a dish, He is weary of bringing it back to his mouth.ଅଳସୁଆ ଥାଳି ରେ ହାତ ବୁଡ଼ାଇ ଆଉଥରେ ତାହା ମୁଖକୁ ନବୋକୁ ଥକିୟାଏ।
16 Wiser `is' the slothful in his own eyes, Than seven `men' returning a reason.ସାତଜଣ ସୁବିଚାରଶୁଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟି ରେ ଜ୍ଞାନବାନ୍।
17 Laying hold on the ears of a dog, `Is' a passer-by making himself wrath for strife not his own.ଜଣେ ପଥିକ ୟିଏ ୟୁକ୍ତିତର୍କ ରେ ଜଡ଼ିତ ହୁଏ, ଯାହା ତା'ର ସମ୍ପର୍କ ରେ ନ ଥାଏ। ସେ କୁକୁରର କାନ ଧରିବା ଲୋକତୁଲ୍ଯ ଅଟୋ
18 As `one' pretending to be feeble, Who is casting sparks, arrows, and death,ଆପଣା ପ୍ରତିବେଶୀକି ଯେଉଁଲୋକ ଭୁଲାଇ କ ହେ, ମୁଁ କୌତୁକ କରୁଛି।
19 So hath a man deceived his neighbour, And hath said, `Am not I playing?'ସେ ଅଗ୍ନିବାଣ, ତୀର ଓ ମୃତ୍ଯୁ ନିକ୍ଷପକୋରୀ ବାତୁଳ ପରି ଅଟେ।
20 Without wood is fire going out, And without a tale-bearer, contention ceaseth,କାଠ ବିନା ଯେପରି ନିଆଁ ଲିଭିୟାଏ ଏବଂ କଳହକାରୀ ବିନା ବାଜେ କଥା ସ୍ଥଗିତ ହାଇୟୋଏ।
21 Coal to burning coals, and wood to fire, And a man of contentions to kindle strife.ଯେପରି ଭାବରେ ଜ୍ବଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସହେିପରି ବିବାଦ ବଢ଼ାଇବାକୁ କଳିହୁଡା ଲୋକ ଆରମ୍ଭ କରିଥାଏ।
22 The words of a tale-bearer `are' as self-inflicted wounds, And they have gone down `to' the inner parts of the heart.ଭର୍ତ୍ସନା ମନପସନ୍ଦ ଖାଦ୍ୟପରି ଅଟେ, ଏହା ଉଦରର ଅନ୍ତରାଳଯକୁ ଚାଲିୟାଏ।
23 Silver of dross spread over potsherd, `Are' burning lips and an evil heart.ଅନୁରାଗୀ କଥା ଓ ମନ୍ଦ ହୃଦଯ ରୂପା ଖାଦ ରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ଯ ଅଟେ।
24 By his lips doth a hater dissemble, And in his heart he placeth deceit,ଘୃଣାକାରୀ ନିଜ କଥା ରେ କପଟ କରେ, କିନ୍ତୁ ସେ ହୃଦଯ ରେ ପ୍ରବଞ୍ଚନା ରେଖ।
25 When his voice is gracious trust not in him, For seven abominations `are' in his heart.ସେ ମିଷ୍ଟ ସ୍ବର ରେ କହିଲେ, ତାହାକୁ ବିଶ୍ବାସ କର ନାହିଁ। ଯେ ହତେୁ ତା'ର ହୃଦଯ ରେ ସାତଟା ଘୃଣ୍ଯ ବିଷଯ ଥାଏ।
26 Hatred is covered by deceit, Revealed is its wickedness in an assembly.ତାହାର ଘୃଣା କପଟ ରେ ଆପଣାକୁ ଆବୃତ୍ତ କଲେ ହେଁ, ତା'ର ମନ୍ଦତା ସଭା ରେ ପ୍ରକାଶ ପାଏ।
27 Whoso is digging a pit falleth into it, And the roller of a stone, to him it turneth.ଯେ ଗାତ ଖୋଳେ, ସେ ଆପେ ହିଁ ସହେି ଗାତ ରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା ଉପରକୁ ଲେଉଟି ଥାଏ।
28 A lying tongue hateth its bruised ones, And a flattering mouth worketh an overthrow!ମିଥ୍ଯାବାଦୀ ଜିହ୍ବା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ। ପୁଣି ଚାଟୁବାଦୀ କଥା ସର୍ବନାଶ କରେ।
Oriya Bible