Proverbs 15:27 ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।
Proverbs 15:27 in Other Translations
King James Version (KJV) He that is greedy of gain troubleth his own house; but he that hateth gifts shall live.
American Standard Version (ASV) He that is greedy of gain troubleth his own house; But he that hateth bribes shall live.
Bible in Basic English (BBE) He whose desires are fixed on profit is a cause of trouble to his family; but he who has no desire for offerings will have life.
Darby English Bible (DBY) He that is greedy of gain troubleth his own house; but he that hateth gifts shall live.
World English Bible (WEB) He who is greedy for gain troubles his own house, But he who hates bribes will live.
Young's Literal Translation (YLT) A dishonest gainer is troubling his house, And whoso is hating gifts liveth.
Read Full Chapter :
Proverbs 15
Cross Reference
ଯାତ୍ରା ପୁସ୍ତକ 23:8
ଯଦି କୌଣସି ଲୋକ ତା'ର ଭୂଲ୍ ପାଇଁ, ତାହା ସହ ଏକମତ ହବୋ ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତବେେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଚାରକ ସତ୍ଯତା ଦେଖିପା ରେ ନାହିଁ। ଏବଂ ଲାଞ୍ଚ ମଧ୍ଯ ଏକ ଉତ୍ତମ ଲୋକର ବ୍ଯବହାର ବଦଳାଇ ଦଇପୋରିବ।
ଦିତୀୟ ବିବରଣ 16:19
ତୁମ୍ଭେ ସର୍ବଦା ନ୍ଯାଯବାନ ହବେ। ନ୍ଯାଯ ରେ ତୁମ୍ଭେ କାହାର ପକ୍ଷପାତ କରିବ ନାହିଁ। ତୁମ୍ଭମାନେେ ଉତ୍କୋଚ ନଇେ ଅନ୍ଯାଯ ବିଗ୍ଭର କରିବ ନାହିଁ। ଟଙ୍କା ଜ୍ଞାନି ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମୀକମାନଙ୍କର ବାକ୍ଯ ଅନ୍ୟଥା କରେ।
ଦିତୀୟ ରାଜାବଳୀ 5:27
ଏଣୁ ନାମାନ୍ର ଚର୍ମ ରୋଗ ତୁମ୍ଭଠା ରେ ଓ ତୁମ୍ଭ ବଂଶଠା ରେ ଚିରକାଳ ପର୍ୟ୍ଯନ୍ତ ଲାଗି ରହିବ।
ହିତୋପଦେଶ 1:19
ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।
ହିତୋପଦେଶ 11:29
ଜଣେ ୟିଏ ଆପଣା ପରିବାରକୁ ସମସ୍ଯାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ଯକ୍ତିର ଦାସ ହବେ।
ଯିରିମିୟ 17:11
ଏକା ତିତ୍ତିର ପକ୍ଷୀ ୟିଏ ଅଣ୍ଡା ଉଷୁମାଏ କିନ୍ତୁ ଅଣ୍ଡାରୁ ଛୁଆ ଫୁଟାଏ ନାହିଁ। ଜଣେ ବ୍ଯକ୍ତି ୟିଏ ଅନ୍ଯାଯ ରେ ଧନ ସଂଗ୍ରହ କରେ ତାହାରି ତୁଲ୍ଯ ହବେ। ସେ ନିଜ ଜୀବନ କାଳ ଅଧା ରେ ଏହିସବୁ ହରାଇବ ଓ ଆପଣା ଅନ୍ତିମ ଜୀବନ କାଳ ରେ ସେ ନିର୍ ବୋଧ ହବେ ।
ହିତୋପଦେଶ 11:19
ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।
ହିତୋପଦେଶ 20:21
ଧନ ସମ୍ପତ୍ତି ହଠାତ୍ ମିଳିପା ରେ ଓ ସହଜ ରେ ଲାଭ ହୁଏ, ପୁଣି ଶଷେ ରେ ଆଶୀର୍ବାଦୟୁକ୍ତ ହବେ ନାହିଁ।
ହିତୋପଦେଶ 28:16
ଯେଉଁ ଅଧ୍ଯକ୍ଷ ବୁଦ୍ଧିହୀନ, ସେ ମଧ୍ଯ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
ହିତୋପଦେଶ 29:4
ରାଜା ସୁବିଚାର ଦ୍ବାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ୟିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ବଂସ କରେ।
ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
ଯିଶାଇୟ 33:15
ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।
ହବକକୂକ 2:9
ତାକୁ ଧିକ୍, ୟିଏ ଦୋଷ କରି ଧନୀ ହାଇେଛ। ସେ ଗୋଟିଏ ନିରାପଦ ସ୍ଥାନ ରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରିପାରିବ।
ଯିଖରିୟ 5:3
ତା'ପ ରେ ସହେି ସ୍ବର୍ଗଦୂତ କହିଲେ, ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧ ରେ ଯାଉଛି। ଏହା ଚୋର ଏବଂ ମିଥ୍ଯାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହାଇେ ଖସି ୟାଇଛନ୍ତି।
ଯିଶାଇୟ 5:8
ତୁମ୍ଲଭ ସବୁ ଅତି ନିକଟତରସହାଇ ବାସ କରିବ। ତୁମ୍ଲଭମାଲନ ଏପରି ଲଗାଲଗି ଘର କରିବସଯ,ସକୗଣସି ଟିକିଏସହଲଲ ସ୍ଥାନ ଘର ଘର ମଧିଅଲର ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡସଦଲବସଯପରିକି ତୁମ୍ଲଭମାଲନ ଏକାକି ବାସ କରିବ। ସମଗ୍ରସଦଶସର ତୁଲମମାଲନ କଲବଳ ଏକମାତ୍ରସଗାଷ୍ଠୀ ରହିବ।
ଦିତୀୟ ବିବରଣ 7:26
ତୁମ୍ଭେ ସହେି ଘୃଣିତ ବସ୍ତକ୍ସ୍ଟଗକ୍ସ୍ଟଡିକ ନିଜ ଗୃହ ଭିତରକକ୍ସ୍ଟ ଆଣିବ ନାହିଁ। କାଳେ ତୁମ୍ଭମାନେେ ତାହା ତକ୍ସ୍ଟଲ୍ଯ ଅଭିଶଲ୍ଗ ହାଇପୋ ରେ। ତୁମ୍ଭମାନେେ ସଗେୁଡିକୁ ଅତିଶଯ ଘୃଣା କରିବା ଉଚିତ ଓ ସମାନେେ ଅଭିଶଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ ବୋଲି ବିବଚେନା କରିବ କାରଣ ସମାନେେ ବିଧ୍ବସିଂତ ହବୋର ବସ୍ତକ୍ସ୍ଟ ଅଟନ୍ତି।
ଯିହୋଶୂୟ 6:18
ତୁମ୍ଭମାନେେ ସହେି ଦ୍ରବ୍ଯରକ୍ସ୍ଟ କିଛି ନଦବୋ ପାଇଁ ସାବଧାନ ହବୋ ଉଚିତ୍, ଯାହାକି ନଷ୍ଟ କରାୟିବ। ଯଦି ତୁମ୍ଭମାନେେ ସହେି ଦ୍ରବ୍ଯଗୁଡିକୁ ଇଶ୍ରାୟେଲର ଛାଉଣୀ ଭିତରକକ୍ସ୍ଟ ନିଅ, ତୁମ୍ଭମାନେେ ଏହା ଆପଣା ଉପରକକ୍ସ୍ଟ ବିପଦ ଆଣିବ ଏବଂ ତୁମ୍ଭମାନେେ ଇଶ୍ରାୟେଲ ଛାଉଣୀ ଧ୍ବଂସ କରିବାର କାରଣ ହବେ।
ଯିହୋଶୂୟ 7:11
ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।
ଯିହୋଶୂୟ 7:24
ଏହାପରେ ଯିହାଶୂେୟ ଓ ସମଗ୍ର ଇଶ୍ରାୟେଲ ସରହରେ ପକ୍ସ୍ଟତ୍ର ଆଖନକକ୍ସ୍ଟ ଓ ତା'ର ପକ୍ସ୍ଟତ୍ର ଓ କନ୍ଯାମାନଙ୍କୁ ଓ ତା'ର ଗୋରୁଗାଈ, ଗଧ ଓ ମେଣ୍ତା ଓ ତମ୍ବୁ ସର୍ବସ୍ବ ଯଥା ରୂପା, ସକ୍ସ୍ଟନା ଓ କୋଟକକ୍ସ୍ଟ ଆଖୋର ଉପତ୍ୟକାକକ୍ସ୍ଟ ଆଣିଲେ।
ପ୍ରଥମ ଶାମୁୟେଲ 8:3
ଶାମୁୟେଲଙ୍କ ପକ୍ସ୍ଟଅମାନେ ତାଙ୍କପରି ଜୀବନୟାପନ କଲେ ନାହିଁ। ସମାନେେ ଉତ୍କୋଚ ନେଉଥିଲେ। ସମାନେେ ଉତ୍କୋଚ ନଇେ ଦରବାର ରେ ସମାନଙ୍କେ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।