Proverbs 11 - ASV (Oriya)

1 A false balance is an abomination to Jehovah; But a just weight is his delight.ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।

2 When pride cometh, then cometh shame; But with the lowly is wisdom.ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

3 The integrity of the upright shall guide them; But the perverseness of the treacherous shall destroy them.ସତ୍ଯପ୍ରିଯ ଲୋକମାନଙ୍କର ସରଳତା ସମାନଙ୍କେୁ ପଥ ଦଖାଇବେ, କିନ୍ତୁ ବିଶ୍ବାସଘାତ ଲୋକମାନଙ୍କ କୁଟିଳାଚରଣ ସମାନଙ୍କେୁ ନାଶ କରିବ।

4 Riches profit not in the day of wrath; But righteousness delivereth from death.ପ୍ରଭୁଙ୍କ କୋରଧର ଦିନ ରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ଯୁରୁ ରକ୍ଷା ପାଇବ।

5 The righteousness of the perfect shall direct his way; But the wicked shall fall by his own wickedness.ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହବେ। କିନ୍ତୁ ଦୁଷ୍ଟର ଦରଜା ସମାନଙ୍କେ ଦୁଷ୍ଟତା ଦ୍ବାରା ଧ୍ବଂସ ହବେ।

6 The righteousness of the upright shall deliver them; But the treacherous shall be taken in their own iniquity.ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ସମାନଙ୍କେୁ ଉଦ୍ଧାର କରେ। କିନ୍ତୁ ବିଶ୍ବାସଘାତକ ଲୋକ ସମାନଙ୍କେ ଅଭିଳାଷ ଦ୍ବାରା ଧରା ପଡ଼ିବେ।

7 When a wicked man dieth, `his' expectation shall perish; And the hope of iniquity perisheth.ଯେତବେେଳେ ଦୁଷ୍ଟ ମ ରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ବଂସ ହୁଏ।

8 The righteous is delivered out of trouble, And the wicked cometh in his stead.ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।

9 With his mouth the godless man destroyeth his neighbor; But through knowledge shall the righteous be delivered.ଜଣେ ଦୁଷ୍ଟ ମନୁଷ୍ଯ ତା'ର କୁବାକ୍ଯଗୁଡ଼ିକରେ ତା'ର କୁମୁଖ ରେ ପ୍ରତିବେଶୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସମାନଙ୍କେର ଜ୍ଞାନର ସହିତ ସମାନଙ୍କେୁ ରକ୍ଷା କରନ୍ତି।

10 When it goeth well with the righteous, the city rejoiceth; And when the wicked perish, there is shouting.ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜଯଧ୍ବନି ହୁଏ।

11 By the blessing of the upright the city is exalted; But it is overthrown by the mouth of the wicked.ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତବେେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।

12 He that despiseth his neighbor is void of wisdom; But a man of understanding holdeth his peace.ୟିଏ ଆପଣାର ପ୍ରତିବେଶୀକୁ ତାଛଲ୍ଯ ମନୋଭାବ ଦଖାେଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହାଇେ ରହେ।

13 He that goeth about as a tale-bearer revealeth secrets; But he that is of a faithful spirit concealeth a matter.କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।

14 Where no wise guidance is, the people falleth; But in the multitude of counsellors there is safety.ଗୋଟିଏ ଜାତି ଠିକ୍ ଦଖାେଶୁଣା ଅଭାବ ୟୋଗୁ ଧ୍ବଂସ ହାଇେଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ବାରା ସଫଳତା ଆସିଥାଏ।

15 He that is surety for a stranger shall smart for it; But he that hateth suretyship is secure.ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ଯ କ୍ଲେଶ ପାଏ। ମାତ୍ର ଲଗା ହବୋକୁ ଯେ ଘୃଣା କରେ ସେ ନିରାପଦ ରେ ଥାଏ।

16 A gracious woman obtaineth honor; And violent men obtain riches.ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରେଖ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।

17 The merciful man doeth good to his own soul; But he that is cruel troubleth his own flesh.ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।

18 The wicked earneth deceitful wages; But he that soweth righteousness `hath' a sure reward.ଦୁଷ୍ଟଲୋକ ମିଥ୍ଯା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।

19 He that is stedfast in righteousness `shall attain' unto life; And he that pursueth evil `doeth it' to his own death.ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।

20 They that are perverse in heart are an abomination to Jehovah; But such as are perfect in `their' way are his delight.ଜଣେ ପ୍ରବଞ୍ଚକ ମନୁଷ୍ଯ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ହୁଏ, କିନ୍ତୁ ୟିଏ ନିଷ୍ଠାପର ଜୀବନ ୟାପନ କରେ, ପ୍ରଭୁ ତା'କୁ ଭଲ ପାଆନ୍ତି।

21 `Though' hand `join' in hand, the evil man shall not be unpunished; But the seed of the righteous shall be delivered.ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।

22 `As' a ring of gold in a swine's snout, `So is' a fair woman that is without discretion.ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସହେିପରି ଯେପରି ଘୁଷୁରିର ଥୋମଣି ରେ ସୁବର୍ଣ୍ଣ ଥାଏ।

23 The desire of the righteous is only good; `But' the expectation of the wicked is wrath.ଧାର୍ମିକମାନଙ୍କର ବାଞ୍ଛାର ଫଳ କବଳେ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କୋର୍ଧ ଅଟେ।

24 There is that scattereth, and increaseth yet more; And there is that withholdeth more than is meet, but `it tendeth' only to want.କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

25 The liberal soul shall be made fat; And he that watereth shall be watered also himself.ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସମାନେେ ଉନ୍ନତି କରିବେ ଏବଂ ସେ ୟିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା'ର ଶୋଷ ମେଣ୍ଟା ହବେ।

26 He that withholdeth grain, the people shall curse him; But blessing shall be upon the head of him that selleth it.ଜଣେ ବ୍ଯକ୍ତି ୟିଏ ତା'ର ଶସ୍ଯ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦବେେ। କିନ୍ତୁ ଯେକହେି ଶସ୍ଯ ବିକ୍ରଯ କରେ ଇଚ୍ଛା ଏବଂ ନ୍ଯାଯ ସହିତ ତା'ର ମସ୍ତକକୁ ଆଶୀର୍ବାଦ ମିଳେ।

27 He that diligently seeketh good seeketh favor; But he that searcheth after evil, it shall come unto him.ଯେଉଁ ବ୍ଯକ୍ତି ଯତ୍ନ ରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଚା ହେଁ, ତା' ପ୍ରତି ସହେିପରି ଘଟେ।

28 He that trusteth in his riches shall fall; But the righteous shall flourish as the green leaf.ଆପଣା ଧନ ରେ ଯେ ନିର୍ଭର ରେଖ, ସେ ସତଜେ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତଜେ ପତ୍ରପରି ପ୍ରଫୁଲ୍ଲ ହବେ।

29 He that troubleth his own house shall inherit the wind; And the foolish shall be servant to the wise of heart.ଜଣେ ୟିଏ ଆପଣା ପରିବାରକୁ ସମସ୍ଯାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ଯକ୍ତିର ଦାସ ହବେ।

30 The fruit of the righteous is a tree of life; And he that is wise winneth souls.ଧାର୍ମିକ ବ୍ଯକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ୟିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।

31 Behold, the righteous shall be recompensed in the earth: How much more the wicked and the sinner!ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।

Oriya Bible