Mark 2:8 ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟ ରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ମନ ରେ ଏସବୁ କଥା କାହିଁକି ଭାବୁଛ।
Mark 2:8 in Other Translations
King James Version (KJV) And immediately when Jesus perceived in his spirit that they so reasoned within themselves, he said unto them, Why reason ye these things in your hearts?
American Standard Version (ASV) And straightway Jesus, perceiving in his spirit that they so reasoned within themselves, saith unto them, Why reason ye these things in your hearts?
Bible in Basic English (BBE) And Jesus, having knowledge in his spirit of their thoughts, said to them, Why are you reasoning about these things in your hearts?
Darby English Bible (DBY) And straightway Jesus, knowing in his spirit that they are reasoning thus within themselves, said to them, Why reason ye these things in your hearts?
World English Bible (WEB) Immediately Jesus, perceiving in his spirit that they so reasoned within themselves, said to them, "Why do you reason these things in your hearts?
Young's Literal Translation (YLT) And immediately Jesus, having known in his spirit that they thus reason in themselves, said to them, `Why these things reason ye in your hearts?
And
καὶ
kai
kay
immediately
εὐθὲως
eutheōs
afe-THAY-ose
when perceived
ἐπιγνοὺς
epiginōskō
ay-pee-gee-NOH-skoh
ὁ
ho
oh
Jesus
Ἰησοῦς
iēsous
ee-ay-SOOS
τῷ
ho
oh
in spirit
πνεύματι
pneuma
PNAVE-ma
his
αὐτοῦ
autos
af-TOSE
that
ὅτι
hoti
OH-tee
so
οὕτως
houtō
OO-toh
they reasoned
διαλογίζονται
dialogizomai
thee-ah-loh-GEE-zoh-may
within
ἐν
en
ane
themselves,
ἑαυτοῖς
heautou
ay-af-TOO
he said
εἶπεν
epō
APE-oh
unto them,
αὐτοῖς
autos
af-TOSE
Why
Τί
tis
tees
these things
ταῦτα
tauta
TAF-ta
reason ye
διαλογίζεσθε
dialogizomai
thee-ah-loh-GEE-zoh-may
in
ἐν
en
ane
ταῖς
ho
oh
hearts?
καρδίαις
kardia
kahr-THEE-ah
your
ὑμῶν
hymōn
yoo-MONE
Read Full Chapter :
Mark 2
Cross Reference
ପ୍ରଥମ ବଂଶାବଳୀ 29:17
ହେ ମାରେ ପରମେଶ୍ବର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ବସ୍ତ ହୃଦଯ ରେ, ଆନନ୍ଦିତ ମନ ରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠା ରେ ଏକତ୍ରୀତ ହବୋର ଦେଖୁଅଛି। ଆଉ ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଆନନ୍ଦିତ ମନ ରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।
ଗୀତସଂହିତା 139:2
ତୁମ୍ଭେ ଜାଣ ଯେତବେେଳେ ମୁଁ ବସେ ଏବଂ ଯେତବେେଳେ ମୁଁ ଛିଡ଼ା ହୁଏ। ୟଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମାରେ ମନକଥା ଜାଣ।
ହିତୋପଦେଶ 15:26
ଦୁଷ୍ଟ ଲୋକର ଚିନ୍ତାଧାରାଗୁଡ଼ିକ ସଦାପ୍ରଭୁଙ୍କର ନିକଟରେ ଘୃଣ୍ଯ ଅଟେ। ମାତ୍ର ସ୍ବଳ୍ପ କଥା ଆନନ୍ଦ ଦାୟକ।
ହିତୋପଦେଶ 24:9
ନିର୍ବୋଧ ଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସହେି ଲୋକକୁ ଘୃଣା କରନ୍ତି ୟିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବଚେନା କରେ।
ଯିଶାଇୟ 55:7
ଦୁଷ୍ଟାଚାରୀ ତା'ର ମନ୍ଦକାର୍ୟ୍ଯ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ଯାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫରେିଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦବେେ। ତାକୁ ପରମେଶ୍ବରଙ୍କ ପାଖକୁ ଫରେିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ।
ଯିହିଜିକଲ 38:10
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ସେ ସମୟରେ ନାନା ଭାବନା ତୁମ୍ଭ ମନ ରେ ଆସିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ।
ମାଥିଉଲିଖିତ ସୁସମାଚାର 9:4
ସମାନେେ ଯାହା ଭାବୁଥିଲେ, ଯୀଶୁ ତାହା ଜାଣି ପାରିଲେ। ତେଣୁ ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ମନ୍ଦ ଭାବନା କାହିଁକି ଆଣୁଛ?
ମାର୍କଲିଖିତ ସୁସମାଚାର 7:21
ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।
ଲୂକଲିଖିତ ସୁସମାଚାର 5:22
କିନ୍ତୁ ଯୀଶୁ ଜାଣପାରିଲେ ଯେ ସମାନେେ କ'ଣ ଭାବୁଛନ୍ତି। ସେ କହିଲେ, ତୁମ୍ଭମାନେେ ମନ ଭିତ ରେ ଏଭଳି ବିଚାର କାହିଁକି ଆଣୁଛ?
ଲୂକଲିଖିତ ସୁସମାଚାର 6:8
କିନ୍ତୁ ସମାନେେ କ'ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହାଇଯୋଇଥିଲା, ଯୀଶୁ ତାହାକୁ କହିଲେ, ଉଠ ଓ ସମସ୍ତଙ୍କ ଆଗ ରେ ଠିଆ ହାଇେ ଯାଅ। ସେ ଉଠିପଡି ସମସ୍ତଙ୍କ ଆଗ ରେ ଠିଆ ହାଇଗେଲା।
ଲୂକଲିଖିତ ସୁସମାଚାର 7:39
ଯେଉଁ ଫାରୁଶୀ ଜଣକ ଯୀଶୁଙ୍କୁ ନିଜ ଘରକୁ ଡାକିଥିଲେ, ସେ ଏସବୁ ଦେଖିଲେ। ସେ ମନେ ମନେ ଭାବିଲେ, ଯୀଶୁ ଯଦି ପ୍ରକୃତ ରେ ଜଣେ ଭବିଷ୍ଯଦ୍ବକ୍ତା ହାଇେଥା'ନ୍ତେ, ତବେେ ସେ ନିଶ୍ଚୟ ଜାଣି ପାରନ୍ତେ ଯେ, ଯେଉଁ ସ୍ତ୍ରୀ ଲୋକଟି ତାହାଙ୍କୁ ଛୁଇଁଛି ସେ ଜଣେ ପାପୀନୀ।
ଲୂକଲିଖିତ ସୁସମାଚାର 24:38
କିନ୍ତୁ ଯୀଶୁ କହିଲେ, ତୁମ୍ଭମାନେେ କାହିଁକି ବ୍ଯସ୍ତ ହାଇେ ପଡୁଛ? ଯାହା ଦେଖୁଛ, ସେଥିଲେ କାହିଁକି ସନ୍ଦହେ କରୁଛ?
ଯୋହନଲିଖିତ ସୁସମାଚାର 2:24
କିନ୍ତୁ ଯୀଶୁ ସମାନଙ୍କେୁ ଭରସା କଲେ ନାହିଁ କାରଣ ସେ ସହେି ଲୋକମାନଙ୍କର ମନର ଭାବନା ଜାଣିଥିଲେ।
ଯୋହନଲିଖିତ ସୁସମାଚାର 6:64
କିନ୍ତୁ ତୁମ୍ଭ ଭିତରୁ କେତକେ ବିଶ୍ବାସ କରୁ ନାହଁ। ଯୀଶୁ ବିଶ୍ବାସ ନକରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ୟିଏ ବିଶ୍ବାସଘତକତା କରିବ ସହେି ଲୋକକୁ ମଧ୍ଯ ସେ ଜାଣିଥିଲେ।
ଯୋହନଲିଖିତ ସୁସମାଚାର 21:17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଚାରିଲେ, ଯୋହନଙ୍କ ପୁତ୍ର ଶିମାନେ, ତୁମ୍ଭେ ମାେତେ ପ୍ ରମେ କର କି?
ରେରିତମାନଙ୍କ କାର୍ଯ୍ୟର ବିବରଣ 5:3
ଏହା ଦେଖି ପିତର କହିଲେ, ହେ ହନନିୟ, ତୁମ୍ଭେ କାହିଁକି ଶୟତାନକୁ ତୁମ୍ଭ ହୃଦୟକୁ ନିୟନ୍ତ୍ରଣ କରିବାକୁ ଦଲେ? ତୁମ୍ଭେ ମିଛ କହିଲ, ପବିତ୍ର ଆତ୍ମାକୁ ଠକିବାକୁ ଚେଷ୍ଟା କଲ; ତୁମ୍ଭେ ସମ୍ପତ୍ତି ବିକ୍ରୀ କଲ, କିନ୍ତୁ କାହିଁକି ସହେି ଟଙ୍କାର କିଛି ଅଂଶ ନିଜ ପାଇଁ ଲୁଚାଇ ରଖିଲ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:22
ତେଣୁ ତୁମ୍ଭ ହୃଦୟ ପରିବର୍ତ୍ତନ କର ଓ ତୁମ୍ଭର ଏହି ଦୁଷ୍କର୍ମରୁ ବିମୁଖ ହାଇେ ପ୍ରଭୁଙ୍କୁ ପ୍ରାର୍ଥନା କର। ହୁଏତ ପରମେଶ୍ବର ତୁମ୍ଭର ହୃଦୟ ରେ ଥିବା ପାପ ଚ଼ିନ୍ତାକୁ କ୍ଷମା କରିପାରନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 4:13
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।