Daniel 11:45 ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'
Daniel 11:45 in Other Translations
King James Version (KJV) And he shall plant the tabernacles of his palace between the seas in the glorious holy mountain; yet he shall come to his end, and none shall help him.
American Standard Version (ASV) And he shall plant the tents of his palace between the sea and the glorious holy mountain; yet he shall come to his end, and none shall help him.
Bible in Basic English (BBE) He will put the tents of his great house between the sea and the beautiful holy mountain: but he will come to his end with no helper.
Darby English Bible (DBY) And he shall plant the tents of his palace between the sea and the mountain of holy beauty; and he shall come to his end, and there shall be none to help him.
World English Bible (WEB) He shall plant the tents of his palace between the sea and the glorious holy mountain; yet he shall come to his end, and none shall help him.
Young's Literal Translation (YLT) and he planteth the tents of his palace between the seas and the holy desirable mountain, and hath come unto his end, and there is no helper to him.
Read Full Chapter :
Daniel 11
Cross Reference
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:4
ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।
ଯିଶାଇୟ 2:2
ଶଷେ ଦିନ ରେ ଏହା ହିଁ ଘଟିବ। ସଦାପ୍ରଭୁଙ୍କର ମନ୍ଦିରର ପର୍ବତ ଉଚ୍ଚତମ ଶିଖର ରେ ହବେ। ଏହା ଅନ୍ୟ ସମସ୍ତ ପାହାଡ଼ଗୁଡ଼ିକ ମଧିଅରେ ଉଚ୍ଚତର ହବେ। ସମସ୍ତ ଗୋଷ୍ଠୀର ଲୋକମାନେ ସୋର୍ତ ସଦୃଶ ସଠାେକୁ ଧାବିତ ହବେେ।
ଯିଶାଇୟ 14:13
ତୁମ୍ଭେ ସର୍ବଦା ନିଜେ ନିଜେ କହି ହେଉଥିଲ, ଆମ୍ଭେ ପରମେଶ୍ବରଙ୍କ ପରି ସ୍ବର୍ଗାରୋହଣ କରିବା। ଆମ୍ଭେ ସ୍ବର୍ଗର ଉର୍ଦ୍ଧ୍ବକୁ ୟିବା, ଆମ୍ଭେ ପରମେଶ୍ବରଙ୍କ ତାରକାର ଉର୍ଦ୍ଧ୍ବ ରେ ସିଂହାସନ ସ୍ଥାପନ କରିବା।ଆମେ ଉତ୍ତର ଦିଗସ୍ଥ ପ୍ରାନ୍ତ ପବିତ୍ର ପର୍ବତ ଉପ ରେ ଉପବିଷ୍ଟ ହବୋ ଓ ସହେି ପର୍ବତ ରେ ପରମେଶ୍ବରଙ୍କୁ ସାକ୍ଷାତ କରିବା।
ଯିହିଜିକଲ 38:22
ପୁଣି ମୁଁ ଗୋଗ ବିପକ୍ଷ ରେ ମହାମାରୀ ଓ ମୃତ୍ଯୁ ଆଣି ଦଣ୍ଡିତ କରିବି। ମୁଁ ତାହା ଉପ ରେ, ତାହାର ସୈନ୍ଯଦଳ ଉପ ରେ ଓ ତା'ର ସଙ୍ଗୀ ଅନକେ ଜାତିମାନଙ୍କ ଉପ ରେ ପ୍ଲାବନକାରୀ ବୃଷ୍ଟି, ବୃହତ୍ ଶିଳା, ଅଗ୍ନି ଓ ଗନ୍ଧକ ବୃଷ୍ଟି କରାଇବି।
ଯିହିଜିକଲ 39:2
ମୁଁ ତୁମ୍ଭକୁ ବନ୍ଦୀ କରିବି ଓ ତୁମ୍ଭକୁ ଫରୋଇ ଆଣିବି। ଆଉ ଉତ୍ତର ଦିଗର ପ୍ରାନ୍ତ ଭାଗରୁ ତୁମ୍ଭକୁ ଅଣାଇବି। ପୁଣି ଇଶ୍ରାୟେଲର ପର୍ବତସମୂହର ବିରୁଦ୍ଧ ରେ ତୁମ୍ଭକୁ ଆଣିବି।
ଦାନିଏଲ 2:35
ତା'ପ ରେ ସଂଗେ ସଂଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହାଇେ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାଯୁ ସେସବୁକୁ ଉଡାଇ ନଇଗେଲା ଓ ତା'ର କିଛି ରହିଲା ନାହିଁ। ଆଉ ସହେି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢିଲା ଓ ତାହା ସମୁଦାଯ ପୃଥିବୀକୁ ପରିପୂର୍ଣ୍ଣ କଲା।
ଦାନିଏଲ 7:26
ମାତ୍ର ବିଗ୍ଭର ସଭା ବସିବ ଓ ରାଜାଙ୍କର କତ୍ତୃର୍ତ୍ବ କାଢି ନିଆୟିବ ଓ ରାଜ୍ଯ ସମ୍ପୂର୍ଣ୍ଣ ଭାବରେ ବିନାଶ ହବେ।
ଦାନିଏଲ 8:25
ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ଯା ବଳ ରେ ସଫଳକାମୀ ହବେ। ସେ ନିଜ ଅନ୍ତଃକରଣ ରେ ନିଜକୁ ବଡ ମନେ କରିବ ଓ ନରାପଦ ସମୟରେ ଅନକଙ୍କେୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳ ରେ ଠିଆ ହବେ। ମାତ୍ର ସେ ମଣିଷ ହସ୍ତ ରେ ବିନାଶ ହବେ ନାହିଁ।
ଦାନିଏଲ 11:16
ଉତ୍ତର ଦେଶର ରାଜା ନିଜ ଇଚ୍ଛାନୁସା ରେ ସମାନଙ୍କେ ବିରୁଦ୍ଧ ରେ କାର୍ୟ୍ଯ କରିବ। ତା'ର ବିପକ୍ଷ ରେ କହେି ଠିଆ ହବେେ ନାହିଁ। ଆଉ ସେ ସହେି ପବିତ୍ର ଦେଶ ରେ ଠିଆ ହବେ ଓ ତାହା ହସ୍ତ ରେ ବିନାଶର ଶକ୍ତି ରହିବ।
ଦାନିଏଲ 11:41
ଉତ୍ତର ଦେଶର ରାଜା ରମ୍ଯ ଦେଶ ରେ ପ୍ରବେଶ କରିବ ତହିଁରେ ଅନକେ ଦେଶ ପରାସ୍ତ ହବେେ। ମାତ୍ର ଇଦୋମ, ମାୟୋବ ଓ ଅମାନେ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ।
ଗୀତସଂହିତା 48:2
ପରମେଶ୍ବରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ବରଙ୍କ ପବିତ୍ର ପର୍ବତ ଅଟେ। ଏହା ସହେି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ମୀଖା 4:2
ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,
ଯିଖରିୟ 14:8
ସଦେିନ, ୟିରୁଶାଲମରୁ ସ୍ବଚ୍ଛ ଜଳ ପ୍ରବାହିତ ହବେ। ସେ ଅଧା ପ୍ରବାହିତ ହବେ ସମୁଦ୍ର ଆଡକୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡକୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳ ରେ ହବେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:8
ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:10
ଯେଉଁ ବ୍ଯକ୍ତିର ବନ୍ଦୀ ହବୋର ଅଛି, ତବେେ ସେ ବନ୍ଦୀ ହବେ। ଯେଉଁ ବ୍ଯକ୍ତିର ମୃତ୍ଯୁ ଖଣ୍ଡା ଦ୍ବାରା ହବୋର ଅଛି, ତବେେ ସେ ଲୋକ ଖଣ୍ଡା ରେ ମୃତ୍ଯୁବରଣ କରିବ। ଏହି ସମୟରେ, ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ର୍ଧୈୟ୍ଯ ଓ ବିଶ୍ବାସ ରହିବା ଉଚିତ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:14
ତା'ପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ଗୋଟିଏ ଧଳା ମେଘ ଥିଲା। ସହେି ମେଘ ଉପରେ ମନୁଷ୍ଯପୁତ୍ରଙ୍କ ପରି ଜଣେ ବ୍ଯକ୍ତି ବସିଥିଲେ। ତାହାଙ୍କ ମୁଣ୍ଡ ରେ ଗୋଟିଏ ସୁନାର ମୁକୁଟ ଓ ହାତ ରେ ଗୋଟିଏ ମୁନିଆ ଦାଆ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:19
ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:2
ସ୍ବର୍ଗଦୂତ ସହେି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସହେି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ୟ୍ଯନ୍ତ ଶିକୁଳି ରେ ବାନ୍ଧି ଦେଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:9
ଶୟତାନର ସନୋବାହିନୀ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ପରମେଶ୍ବରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ବରଙ୍କ ପ୍ରିୟ ନଗରକୁ ନଇଗେଲେ। କିନ୍ତୁ ସ୍ବର୍ଗରୁ ଅଗ୍ନି ଆସିଲା ଓ ତା'ର ସନୋବାହିନୀକୁ ବିନାଶ କରି ଦଲୋ।
ଯୋୟେଲ 2:20
ଆମ୍ଭେ ସହେି ଲୋକମାନଙ୍କୁ ତୁମ୍ଭର ରାଜ୍ଯ ଛାଡି ୟିବାକୁ ଉତ୍ତର ଦିଗକୁ ବିତାଡିତ କରିବା। ସମାନଙ୍କେୁ ଏକ ଶୁଷ୍କ, ଶୂନ୍ଯ ସ୍ଥାନକୁ ତଡିଦବୋ। ସମାନଙ୍କେ ମଧ୍ଯରୁ କେତକେ ପୂର୍ବ ସମୁଦ୍ର ଆଡେ ଯିବେ ଓ ଆଉ କେତକେ ପଶ୍ଚିମ ସମୁଦ୍ର ଆଡେ ଯିବେ। ସମାନେେ ଏପରି ଭୟଙ୍କର କାର୍ୟ୍ଯ କରିଛନ୍ତି, ସମାନେେ ମୃତ ପ୍ରାଯ ହବେେ, ପଚିଯିବେ ଓ ସଠାରୁେ ଦୁର୍ଗନ୍ଧ ନିର୍ଗତ ହବେ।