2 Chronicles 36:16 କିନ୍ତୁ ଲୋକମାନେ ପରମେଶ୍ବରଙ୍କ ଦୂତମାନଙ୍କୁ ପରିହାସ କଲେ। ସମାନେେ ପରମେଶ୍ବରଙ୍କ ବାର୍ତ୍ତାକୁ ଘୃଣା କଲେ। ସମାନେେ ପରମେଶ୍ବରଙ୍କର ଭବିଷ୍ଯତ୍ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ୟ୍ଯନ୍ତ ପରମେଶ୍ବର ତାହାଙ୍କ ଲୋକମାନଙ୍କ ପ୍ରତି କୋରଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷଯ ନ ଥିଲା।
2 Chronicles 36:16 in Other Translations
King James Version (KJV) But they mocked the messengers of God, and despised his words, and misused his prophets, until the wrath of the LORD arose against his people, till there was no remedy.
American Standard Version (ASV) but they mocked the messengers of God, and despised his words, and scoffed at his prophets, until the wrath of Jehovah arose against his people, till there was no remedy.
Bible in Basic English (BBE) But they put shame on the servants of God, making sport of his words and laughing at his prophets, till the wrath of God was moved against his people, till there was no help.
Darby English Bible (DBY) But they mocked at the messengers of God, and despised his words, and scoffed at his prophets, until the fury of Jehovah rose against his people, and there was no remedy.
Webster's Bible (WBT) But they mocked the messengers of God, and despised his words, and misused his prophets, until the wrath of the LORD arose against his people, till there was no remedy.
World English Bible (WEB) but they mocked the messengers of God, and despised his words, and scoffed at his prophets, until the wrath of Yahweh arose against his people, until there was no remedy.
Young's Literal Translation (YLT) and they are mocking at the messengers of God, and despising His words, and acting deceitfully with His prophets, till the going up of the fury of Jehovah against His people -- till there is no healing.
Read Full Chapter :
2 Chronicles 36
Cross Reference
ଦିତୀୟ ବଂଶାବଳୀ 30:10
ବାର୍ତ୍ତାବାହକମାନେ ଇଫ୍ରଯିମ ଓ ମନଃଶି ଅଞ୍ଚଳର ପ୍ରେତ୍ୟକକ ସହରକୁ ଗଲେ। ସମାନେେ ସବୂଲୂନ୍ର ଅଞ୍ଚଳ ପର୍ୟ୍ଯନ୍ତ ମଧ୍ଯ ଗଲେ। କିନ୍ତୁ ଲୋକମାନେ ବାର୍ତ୍ତାବାହକମାନଙ୍କ ପ୍ରତି ଅଟ୍ଟହାସ୍ଯ ଓ ବିଦ୍ରୁପ କଲେ।
ହିତୋପଦେଶ 29:1
ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।
ଯିରିମିୟ 5:12
ମିଥ୍ଯା ରେ ସମାନେେ ସଦାପ୍ରଭୁଙ୍କର ବିଷଯ ରେ କହିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭମାନେେ ଖଡ୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।
ହିତୋପଦେଶ 6:15
କିନ୍ତୁ ତା'ର ବିପଦ ଶୀଘ୍ର ଉପସ୍ଥିତ ହବେ। ସେ ଆକସ୍ମିକ ଶୀଘ୍ର ବିନାଶ ହବେ। ଏବଂ ତାଙ୍କୁ କିଛି ଉପାଯ ମିଳିବ ନାହିଁ।
ଏଜ୍ରା 5:12
ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ବର୍ଗର ପରମେଶ୍ବରଙ୍କୁ କୋର୍ଧିତ କରିଥିଲେ। ତେଣୁ ସେ ସମାନଙ୍କେୁ ବାବିଲର ରାଜା କଲଦୀଯ ନବୂଖଦ୍ନିତ୍ସର ହସ୍ତ ରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକାରୀ ଲୋକମାନଙ୍କୁ ବାବିଲକୁ ନଇଗେଲେ।
ଲୂକଲିଖିତ ସୁସମାଚାର 22:63
କେତକେ ଲୋକ ଯୀଶୁଙ୍କୁ ଜଗିଥିଲେ। ସମାନେେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସମାନଙ୍କେୁ ଦେଖି ନପାରନ୍ତି, ଏଥିପାଇଁ ସମାନେେ ତାହାଙ୍କ ମୁହଁ ଘୋଡାଇ ଦେଲେ।
ଯିରିମିୟ 32:3
ଯିହୁଦାର ରାଜା ସିଦିକିଯ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ଯଦବାକ୍ଯ ପ୍ରଚାର କରି କହିଥିଲେ ଯେ, ସଦାପ୍ରଭୁ କହନ୍ତି, 'ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ହସ୍ତ ରେ ୟିରୁଶାଲମକୁ ଅର୍ପଣ କରିବା।
ଗୀତସଂହିତା 74:1
ପରମେଶ୍ବର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ଯାଗ କଲ ? ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ୟେ ତୁମ୍ଭର ନିଜ ଦଳ?
ହିତୋପଦେଶ 1:24
କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।
ଲୂକଲିଖିତ ସୁସମାଚାର 23:11
ତା'ପରେ େ ହରୋଦ ଓ ତାହାଙ୍କ ସୈନ୍ଯମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦଇେ ସମାନେେ ଉପହାସ କଲେ। ତାପରେ େ ହରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ।
ଲୂକଲିଖିତ ସୁସମାଚାର 23:36
ଏପରିକି ସୈନ୍ଯମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସମାନେେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:13
କିନ୍ତୁ ଅନ୍ୟ ଲୋକମାନେ ପ୍ ରରେିତମାନଙ୍କୁ ଉପହାସ କରି କହିଲେ, ଏମାନେ ସମସ୍ତେ ମଦପିଇ ମାତାଲ ହାଇେଛନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:52
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନକରି ଛାଡ଼ି ନାହାଁନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସହେି ଧାର୍ମିକ ବ୍ଯକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସହେି ଲୋକମାନଙ୍କୁ ମଧ୍ଯ ମାରି ଦଇେଥିଲେ। ବର୍ତ୍ତମାନ ତୁମ୍ଭମାନେେ ସହେି ଧାର୍ମିକ ବ୍ଯକ୍ତିଙ୍କୁ ପ୍ରତାରିତ ଓ ହତ୍ଯା କରିଛ।
ଗୀତସଂହିତା 35:16
ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:32
ଯେତବେେଳେ ସମାନେେ ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହାଇେଥିବା ବିଷୟ ରେ ଶୁଣିଲେ, ସମାନଙ୍କେ ଭିତରୁ କେତଜେଣ ତାହାଙ୍କୁ ଉପହାସ କଲେ। ଆଉ କେତକେ କହିଲେ, ଆମ୍ଭେ ପରେ ଏ ବିଷୟ ରେ ତୁମ୍ଭଠାରୁ ଶୁଣିବୁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:8
ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ବରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ବର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥାଆନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:36
କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:41
ବିଷ୍ଯଦ୍ବକ୍ତାମାନେ କହିଲେ,
ଗୀତସଂହିତା 79:1
ହେ ପରମେଶ୍ବର, ଅନ୍ୟ ଦେଶୀଯ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି। ସମାନେେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି। ସମାନେେ ୟିରୁଶାଲମକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।
ଯିଶାଇୟ 28:22
ବର୍ତ୍ତମାନ ଆଉ ତୁମ୍ଭମାନେେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଚାରି ପାଖ ରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହବେ।
ଯିରିମିୟ 20:7
ହେ ସଦାପ୍ରଭୁ, ତୁମ୍ଭେ ମାେତେ ତୁମ୍ଭର ଭବିଷ୍ଯଦବକ୍ତା ହବୋରୁ ବିପଥଗାମୀ କରାଇଲ ଓ ମୁଁ ପ୍ରଚାରିତ ହଲିେ। ତୁମ୍ଭେ ମାଠାରୁେ ଶକ୍ତିଶାଳୀ, ଯେଉଁଥିପାଇଁ ମାେ'ଠାରୁ ଜଯ କରିଅଛ। ମୁଁ ଦିନୟାକ ଉପହାସର ପାତ୍ର ହାଇେଅଛି, ସମସ୍ତେ ମାେତେ ପରିହାସ କରୁଛନ୍ତି।
ଯିରିମିୟ 38:6
ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।
ମାଥିଉଲିଖିତ ସୁସମାଚାର 5:12
ତେଣୁ ଖୁସି ହାଇେ ଆନନ୍ଦ କର। କାରଣ ସ୍ବର୍ଗ ରେ ତୁମ୍ଭମାନେେ ଏକ ମହତ୍ ପୁରସ୍କାର ପାଇବ। ତାମ୍ଭର ପୂର୍ବବର୍ତ୍ତୀ ଭବିଷ୍ଯଦ୍ବକ୍ତାମାନଙ୍କୁ ମଧ୍ଯ ଲୋକମାନେ ଏହି ଭଳି ଯାତନା ଦଇେଥିଲେ।
ମାଥିଉଲିଖିତ ସୁସମାଚାର 21:33
ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମିମାଲିକ ଥିଲେ। ତାହାଙ୍କ ଜମି ରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା ଚ଼ାରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥି ରେ ଦ୍ରାକ୍ଷାକୁଣ୍ଡଟିଏ ଖାେଳିଲେ। ସେ ସଠାେରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତକେ କୃଷକଙ୍କୁ ଜମିଟି ଭାଗ ଦଇେ ଦେଲେ। ତା'ପରେ ସେ ବିଦେଶ ଯାତ୍ରା ରେ ବାହାରି ଗଲେ।
ଲୂକଲିଖିତ ସୁସମାଚାର 16:14
ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।
ଲୂକଲିଖିତ ସୁସମାଚାର 18:32
ତାହାଙ୍କ ଲୋକମାନେ ତାହାଙ୍କୁ ବିଧର୍ମୀମାନଙ୍କ ହାତ ରେ ଦଇେ ଦବେେ। ତାହାଙ୍କୁ ଉପହାସ କରାୟିବ। ଲୋକେ ତାହାଙ୍କୁ ଅପମାନ ଦବେେ ଓ ତାହାଙ୍କୁ ଉପରକୁ ଛପେ ପକାଇବେ।